ହେ ଡାକ୍ତର ବାବୁ ମୋ’ ନାତି କାନ୍ଦୁନି, ତାକୁ ବଞ୍ଚେଇ ଦିଅ...

ଧନ୍ୟ ଆମ ଚିକିତ୍ସା ବ୍ୟବସ୍ଥା! ମାସକର ଶିଶୁପୁତ୍ର ଚିକିତ୍ସ ପାଇଲା ନାହିଁ। ଧରାଛୁଆଁ ଦେଲେନି ଡାକ୍ତର! ଏ ମେଡ଼ିକାଲ୍‌ ସେ ମେଡ଼ିକାଲ୍‌ ବୁଲିବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ହେଲେ ସେତେବେଳକୁ ଶିଶୁପୁତ୍ରର କାନ୍ଦ ସବୁଦିନ ପାଇଁ ବନ୍ଦ ହୋଇଯାଇଥିଲା।

Child PhotoOR

ଛୁଆକୁ କାନ୍ଦୁଛନ୍ତି ମାଆ ଓ ବୁଢ଼ିମାଆ

Manoranjan Sial
  • Published: Monday, 08 May 2023
  • Updated: 08 May 2023, 07:55 PM IST

Sports

Latest News

ହେ ଡାକ୍ତର ବାବୁ ମୋ’ ନାତି କାନ୍ଦୁନି। ତା’ର କ’ଣ ହୋଇଛି ଟିକେ ଦେଖିଦିଅ। ତାକୁ ବଞ୍ଚେଇ ଦିଅ... କୋଳରେ ମାସକର ନାତିକୁ ଧରି ଛଳ ଛଳ ଆଖିରେ ଏମିତି ଗୁହାରୀ କରୁଛନ୍ତି ବୁଢ଼ିମାଆ। ହେଲେ କେହି ଶୁଣିଲେ ନାହିଁ। ଛୁଆକୁ ଦେଖିଲେ ନାହିଁ। ଦିନ ସାରା ଏ ମେଡ଼ିକାଲ୍‌ରୁ ସେ ମେଡ଼ିକାଲ୍‌ ଦୌଡ଼ି ଦୌଡ଼ି ଶେଷରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ହେଲେ ସେତେବଳକୁ ମାସକର କୋଳ ନନ୍ଦନର କାନ୍ଦ ସବୁଦିନ ପାଇଁ ଚୁପ୍‌ ହୋଇଯାଇଥିଲା। ପୂରା ସ୍ଥିର ହୋଇଯାଇଥିଲା ଶିଶୁପୁତ୍ରର ଶରୀର। ଏବେ ବୁକୁ ଫଟାଇ କାନ୍ଦୁଛନ୍ଦି ବୁଢ଼ିମାଆ ଓ ଜନ୍ମଦାତା ମାଆ।

ମାସେ ତଳେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍‌ କପାସିରା ଗାଁର ସମ୍ରାଟ ପଧାନ ଓ କୁନି ପଧାନଙ୍କ ଶିଶୁପୁତ୍ର ଜନ୍ମ ହୋଇଥିଲା। ଆଜି ହଠାତ୍‌ ଶିଶୁପୁତ୍ର ଆସୁସ୍ଥ ହୋଇଥିଲା। ପରିବାର ଲୋକେ ପୁଅକୁ ଧରି ସୋନପୁର ଚାଇଲଡ୍‌ କେୟାରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା କରିବା ପରେ ଶିଶୁକୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରିବାକୁ ଡାକ୍ତର କହିଥିଲେ। ଏହା ପରେ ୧୦୮ ଆମ୍ବୁଲାନ୍ସରେ ଶିଶୁଟିକୁ ବୁର୍ଲା ନେଉଥିଲେ ପରିବାର ଲୋକ।

Also Read

ତେବେ ଉଲୁଣ୍ଡା ନିକଟରେ ଶିଶୁର ସ୍ୱାସ୍ଥ୍ୟ ଅଧିକ ଖରାପ ହୋଇଯାଇଥିଲା। ତେଣୁ ଉଲୁଣ୍ଡା ଡାକ୍ତରଖାନାକୁ ନେଇଥିଲେ। ହେଲେ ସେଠାରେ ଡାକ୍ତରମାନେ ଶିଶୁଟିର ଚିକିତ୍ସା କରିବା ବଦଳରେ ପୁନର୍ବାର ସୋନପୁରକୁ ନେଇଯିବା ପାଇଁ କହିଥିଲେ। ତେଣୁ ପରିବାର ଲୋକ ବାଧ୍ୟ ହୋଇ ପୁଅକୁ ଧରି ପୁନର୍ବାର ସୋନପୁର ଚାଇଲଡ୍‌ କେୟାକୁ ଆସିଥିଲେ। ହେଲେ ସେଠାରେ ଶିଶୁର ସ୍ୱାସ୍ଥ୍ୟ ପରୀକ୍ଷା କେହି କରିନଥିବା ଅଭିଯୋଗ ହୋଇଥିଲା। ଶିଶୁକୁ ପୁନର୍ବର ଉଲୁଣ୍ଡା ମେଡ଼ିକାଲ୍‌ ନେଇଯିବା ପାଇଁ ମେଡ଼ିକାଲ୍‌ କର୍ତ୍ତୃପକ୍ଷ କହିଥିଲେ।

ପୂର୍ବାହ୍ନ ୧୧ଟା ବେଳେ ପରିବାର ଲୋକ ପୁଅକୁ ଧରି ୩ କିମି ଦୂରରେ ଥିବା ସିଡିଏମ୍‌ଓଙ୍କ ଅଫିସ୍‌କୁ ଯାଇଥିଲେ। ହେଲେ ସେଠାରେ ତାଙ୍କ ଦେଖା ପାଇଲେ ନାହିଁ। ଆଉ ସିଡିଏମ୍‌ଓ ଜିଲ୍ଲାପାଳଙ୍କ ଅଫିସ୍‌ ଯାଇଥିବା ଜାଣିବାକୁ ପାଇଥିଲେ। ଏହା ପରେ ପରିବାର ଲୋକେ ଛୁଆକୁ ଧରି ଜିଲ୍ଲାପାଳଙ୍କ ଅଫିସ୍‌ରେ ପହଞ୍ଚି ଥିଲେ। ଜିଲ୍ଲାପାଳ ସାରଙ୍କୁ ଗୁହାରୀ କରିଥିଲେ। ଛୁଆର ଜୀବନ ଭିକ୍ଷା କରିଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଛୁଆକୁ ଚାଇଲଡ୍‌ କେୟାର ୟୁନିଟ୍‌ରେ ଭର୍ତ୍ତି କରାଯାଇଥିଲା। ହେଲେ ସେତେବେଳକୁ ଛୁଆର ମୃତ୍ୟୁ ହୋଇସାରିଥିଲା। ଡାକ୍ତର କେବଳ ଛୁଆକୁ ମୃତ ଘୋଷଣା କରିଥିଲେ।

ସିଡିଏମ୍‌ଓ କହିଛନ୍ତି, ଉଲୁଣ୍ଡା ମେଡ଼ିକାଲ୍‌ରେ ଛୁଆର ମୃତ୍ୟୁ ହୋଇସାରିଲା। ସେମାନେ ଡେଥ୍‌ ସାର୍ଟିଫିକେଟ୍‌ ଦେଇପାରିବେ ନାହିଁ ବୋଲି ସୋନପୁର ରେଫର କରିଥିଲେ।

ତେବେ ଏଠି ପ୍ରଶ୍ନ ଉଠୁଛି, ଡାକ୍ତର ଯାଞ୍ଚ ନକରି କେମିତି ଜାଣିଲେ ଶିଶୁର ମୃତ୍ୟୁ ହୋଇଛି? ସେମାନେ ସତରେ କଣ ଭଗବାନ? ଯଦି ଶିଶୁର ମୃତ୍ୟୁ ହୋଇଥିଲା, ତାହାହେଲେ ଏ ମେଡ଼ିକାଲ୍‌ରୁ ସେ ମେଡ଼ିକାଲ୍‌ କାହିଁକି ଦୌଡ଼ାଉଥିଲେ? ଯଦି ଶିଶୁ ମୃତ୍ୟୁ ବୋଲି ସିଡିଏମ୍‌ଓ ଜାଣିଥିଲେ, ତାହାହେଲେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଶିଶୁକୁ କାହିଁକି ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଉଥିଲା? ଶିଶୁ ମୃତ୍ୟୁ ପରେ ଏମିତି ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ରିପୋର୍ଟ- ସୋନପୁରରୁ ରବୀନ୍ଦ୍ର ହୋତା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story