କାଳିଆ ପ୍ରେମରେ ବୃଦ୍ଧ; ୟୁପିରୁ ସାଇକେଲରେ ପୁରୀମୁହାଁ ହେଲେ

କାଳିଆର ମୁହଁ ତାଙ୍କୁ ଅଥୟ କରୁଛି। ତେଣୁ ଜଗତର ନାଥ ଜଗନ୍ନାଥଙ୍କ ଦର୍ଶନ କରିବାକୁ ସାଇକେଲ ଧରି ରାମ ଜନ୍ମଭୂମିରୁ ବାହାରି ପଡ଼ିଛନ୍ତି ବୃଦ୍ଧ ସନ୍ୟାସୀଜଣକ।

Old man PhotoOR

ସନ୍ୟାସୀ ବାବା ଜଗଦୀଶ ମହାରାଜ ।

Niharika Rout
  • Published: Friday, 03 February 2023
  • Updated: 03 February 2023, 11:04 AM IST

ବୟସ ୮୦ ଛୁଇଁଲାଣି। ଅଣ୍ଟା ସଳଖିବାକୁ ଆଉ ବଳ ନାହିଁ। ଚମ ଧୁଡ଼ିକି ଯିବା ସହ ଆଖିକୁ ମଧ୍ୟ ଭଲ ଦିଶୁନି। ହେଲେ କାଳିଆ ପ୍ରେମ କରିଛି ବାୟା। ତେଣୁ ପର ଉପରେ ଆଶ୍ରା ହେବା ବୟସରେ ନିଜେ ସାଇକେଲ ଧରି ଉତ୍ତରପ୍ରଦେଶରୁ ପୁରୀକୁ ଛୁଟି ଆସିଛନ୍ତି ବୃଦ୍ଧ । କାଳିଆ ଦର୍ଶନ କଲେ ଏ ଜନ୍ମ ସାର୍ଥକ ହେବ ବୋଲି ଆଶା ରଖିଛନ୍ତି। ଏପରି ଜଣେ କାଳିଆପ୍ରେମୀ ହେଉଛନ୍ତି ୮୦ ବର୍ଷୀୟ ବୃଦ୍ଧ ସନ୍ୟାସୀ । ତାଙ୍କ ନାଁ ଜଗଦୀଶ ମହାରାଜ l

ଜଗଦୀଶ ମହାରାଜଙ୍କ ଘର ଉତ୍ତରପ୍ରଦେଶରେ । ଦୀର୍ଘ ବର୍ଷ ହେଲା ସେ ସନ୍ୟାସୀ ହୋଇ ସାରିଥିବା ବେଳେ ପରିବାର ତ୍ୟାଗ କରି ସାରିଛନ୍ତି। ତାଙ୍କୁ ଏବେ ବୟସ ୮୦ ଛୁଇଁଲାଣି। ହେଲେ କାଳିଆର ମୁହଁ ତାଙ୍କୁ ଅଥୟ କରିବାରୁ ଜଗତର ନାଥ ଜଗନ୍ନାଥଙ୍କ ଦର୍ଶନ କରିବାକୁ ସେ ସାଇକେଲ ଧରି ରାମ ଜନ୍ମଭୂମିରୁ ବାହାରି ପଡ଼ିଛନ୍ତି।

Also Read

ପ୍ରାୟ ୨୦ ଦିନ ପୂର୍ବେ କାଳିଆ ଦର୍ଶନ ପାଇଁ ସାଇକେଲ ଧରି ଉତ୍ତରପ୍ରଦେଶରୁ ବାହାରିଛନ୍ତି ଜଗଦୀଶ ମହାରାଜ । ଇତି ମଧ୍ୟରେ ସେ ଓଡ଼ିଶାରେ ପ୍ରବେଶ କରି ସାରିଛନ୍ତି। କାଳିଆ ପାଦ ତଳେ ପହଞ୍ଚିବାକୁ ଆହୁରି ବହୁ ବାଟ ବାକି ଅଛି। ତଥାପି ତାଙ୍କ ମନ ଥକିନି କି ଶରୀର ହାଲିଆ ହୋଇ ପଡ଼ିନି।

ବାଟରେ ଯାହା ମିଳୁଛି ଖାଇବା ସହ ରାତି ହେଲେ ରାସ୍ତା କଡ଼ରେ ମୁଣ୍ଡ ଗୁଞ୍ଜି ଦେଉଛନ୍ତି । ଏହି ହାଡ଼ଭଙ୍ଗା ଶୀତକୁ ସମ୍ଭାଳିବାକୁ ବୃଦ୍ଧଙ୍କ ପାଖରେ ସେପରି କିଛି ଶୀତ ବସ୍ତ୍ର ବି ନାହିଁ । ତଥାପି ସେ ନିଜ ଲକ୍ଷ୍ୟରେ ଅଟଳ । ସକାଳ ହେଲେ ପୁଣି ଥରେ ଚଳଚଞ୍ଚଳ ହୋଇ ଉଠୁଛନ୍ତି। ସାଇକେଲ ଧରି ପୁରୀମୁହାଁ ହେଉଛନ୍ତି।  

ସନ୍ୟାସୀ ବାବା ଜଗଦୀଶ ସୋନପୁରରେ ପହଞ୍ଚିଲା ପରେ କିଛି ସ୍ଵେଚ୍ଛସେବୀ ତାଙ୍କୁ ରାସ୍ତା ଦେଖାଇଦେବା ସହ ଖାଦ୍ୟ ଖାଇବାକୁ ଦେଇଥିଲେ । ଏହାପରେ ସନ୍ୟାସୀଜଣକ ପୁଣି ଥରେ ନିଜ ପଥରେ ଅଗ୍ରସର ହୋଇଥିଲେ।

ପୁରୀରେ ପହଞ୍ଚି କାଳିଆ ଦର୍ଶନ କରିବା ଆଶାରେ ଏତେ ବାଟ ଚାଲି ଆସିଥିବା କହିଛନ୍ତି ବୃଦ୍ଧଜଣକ । ଏହାପରେ ସେଠାରୁ ରାମେଶ୍ୱରମ ଆଡ଼େ ଅଗ୍ରସହ ହେବେ ବୋଲି ବି କହିଛନ୍ତି।  

https://youtu.be/H0phfczWogY

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story