Advertisment

‘ସୌମ୍ୟ କହିଲେ ହାତରୁ ଖସୁଛି କୋଟିଆ’

କୋଟିଆ ଓଡ଼ିଶା ହାତରୁ ଚାଲିଯାଉଛି। ଏହାର କାରଣ ହେଲା କୋଟିଆରେ ଆମର ଶିକ୍ଷକ ବନ୍ଧୁମାନେ ରହିବାକୁ ଚାହୁଁନାହାନ୍ତି।’ ଭୁବନେଶ୍ୱରରେ ଭାଷାବିତ୍ ଡକ୍ଟର ନିବେଦିତା ମହାନ୍ତିଙ୍କ ଲିଖିତ ଓଡ଼ିଆ ଜାତୀୟତା ପୁସ୍ତକର ଉନ୍ମୋଚନ ଅବସରରେ ଗତକାଲି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏଭଳି ବକ୍ତବ୍ୟ ରଖିଛନ୍ତି।

Advertisment

‘କୋଟିଆ ଓଡ଼ିଶା ହାତରୁ ଚାଲିଯାଉଛି। ଏହାର କାରଣ ହେଲା କୋଟିଆରେ ଆମର ଶିକ୍ଷକ ବନ୍ଧୁମାନେ ରହିବାକୁ ଚାହୁଁନାହାନ୍ତି।’ ଭୁବନେଶ୍ୱରରେ ଭାଷାବିତ୍ ଡକ୍ଟର ନିବେଦିତା ମହାନ୍ତିଙ୍କ ଲିଖିତ ଓଡ଼ିଆ ଜାତୀୟତା ପୁସ୍ତକର ଉନ୍ମୋଚନ ଅବସରରେ ଗତକାଲି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏଭଳି ବକ୍ତବ୍ୟ ରଖିଛନ୍ତି। ଅନ୍ୟପକ୍ଷରେ ସୌମ୍ୟଙ୍କ ମନ୍ତବ୍ୟକୁ ଶିକ୍ଷକ ସଂଘ ପକ୍ଷରୁ ବିରୋଧ କରାଯାଇଛି। ସୌମ୍ୟ କହିଛନ୍ତି, କୋଟିଆରେ ଆନ୍ଧ୍ର ସରକାର ପ୍ରବେଶ କରି ପ୍ରଭାବ ବିସ୍ତାର କରୁଛି। ମୁଁ ସରକାରୀ ଦଳର ବିଧାୟକ ହୋଇ ଏହି କଥା ବୁଝିବାକୁ ଚେଷ୍ଟା କରୁଛି ଯେ, କାହିଁକି କୋଟିଆ ଆମ ହାତରୁ ଚାଲିଯାଉଛି।

Advertisment
Odisha Kotia Issue Soumya Ranjan Patnaik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe