ମନ୍ତ୍ରୀଙ୍କୁ ଟାଣିଲେ ସୌମ୍ୟଙ୍କ ବାପା | Odisha Reporter
ବହୁ ଚର୍ଚ୍ଚିତ ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣାରେ ପ୍ରତିକ୍ରିୟା ରଖିଲେ ବାପା ଅଭିରାମ ମହାପାତ୍ରl ସେହି ମୃତ୍ୟୁ ଘଟଣାରେ ଏତଲା ଦେବା ପରେ ସେହି ଆଧାରରେ କୋର୍ଟରେ ଦ୍ୱାରସ୍ଥ ହୋଇଥିଲେl ତେଣୁ ପାରଳାଖେମୁଣ୍ଡି କୋର୍ଟ ଏହି ଘଟଣାରେ ସମ୍ପୃକ୍ତ ଥିବା ଡିଏଫଓ ସଂଗ୍ରାମ ବେହେରା, ପତ୍ନୀ ବିଦ୍ୟାଭରତୀ ଓ ରୋଷେୟା ମନ୍ମଥ କୁମ୍ଭଙ୍କୁ କୋର୍ଟରେ ହାଜର ହେବାକୁ ନୋଟିସ କରିଥିଲଷ। କିନ୍ତୁ ସେମାନେ ହାଜର ହୋଇନଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
