Advertisment

ମନ୍ତ୍ରୀଙ୍କୁ ଟାଣିଲେ ସୌମ୍ୟଙ୍କ ବାପା

ବହୁ ଚର୍ଚ୍ଚିତ ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣାରେ ପ୍ରତିକ୍ରିୟା ରଖିଲେ ବାପା ଅଭିରାମ ମହାପାତ୍ରl ସେହି ମୃତ୍ୟୁ ଘଟଣାରେ ଏତଲା ଦେବା ପରେ ସେହି ଆଧାରରେ କୋର୍ଟରେ ଦ୍ୱାରସ୍ଥ ହୋଇଥିଲେl ତେଣୁ ପାରଳାଖେମୁଣ୍ଡି କୋର୍ଟ ଏହି ଘଟଣାରେ ସମ୍ପୃକ୍ତ ଥିବା ଡିଏଫଓ ସଂଗ୍ରାମ ବେହେରା, ପତ୍ନୀ ବିଦ୍ୟାଭରତୀ ଓ ରୋଷେୟା ମନ୍ମଥ କୁମ୍ଭଙ୍କୁ କୋର୍ଟରେ ହାଜର ହେବାକୁ ନୋଟିସ କରିଥିଲଷ। କିନ୍ତୁ ସେମାନେ ହାଜର ହୋଇନଥିଲେ।

Acfo Soumya Death Mystery Odisha Crime Murder Acfo Soumya Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe