Advertisment

ବିଜେଡିକୁ ହଲେଇଦେଲା ସୌମ୍ୟଙ୍କ ଗୋଟେ ଲେଖା!

ବିଜେଡିର ସିଷ୍ଟମକୁ ହଲାଇ ଦେଇଛି କି ସୌମ୍ୟଙ୍କ ଆମ ଘର ହାଲଚାଲ? ଲାଗୁଛି ଆମ ଘର ହାଲଚାଲ ହାଲତ ଖରାପ କରିଦେଇଛି ବିଜେଡିର। ଲେଖାପଢ଼ି ଖଣ୍ଡପଡ଼ା ଟିକେଟ ଆଶାୟୀ ଅନୁଭବ କଲେ କଡ଼ା କାଉଣ୍ଟର। ସୌମ୍ୟଙ୍କ ପ୍ରାୟୋଜିତ କୁଶ ପୁତ୍ତଳିକା ଦାହ କରାଗଲା ଖଣ୍ଡପଡ଼ାରେ! ସୋସିଆଲ ମିଡିଆରେ ଜାନକୀ ଓ ଜୟନ୍ତୀଙ୍କୁ ଆକ୍ରମଣ ନେଇ ବିଜେପିର କଡ଼ା ଆପତ୍ତି।

Odisha BjD Naveen Patnaik Soumya Ranjan Patnaik Vk Pandian
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe