Advertisment

ସୌମ୍ୟଙ୍କ ତୁଣ୍ଡରେ ଖୋଲା ବନ୍ଦ ରାଜନୀତି

'ଆମେ ସିନା ଚାକିରିଆ ବୋଲି କିଛି କହିପାରିବୁନାହିଁ। ପନିସମେଣ୍ଟ ମିଳିଯିବ। ସସପେଣ୍ଡ ହେଇଯିବୁ। ଆମେ ସିନା ଦଳରେ ଅଛୁ ବୋଲି ଖୋଲାଖୋଲି କିଛି କହିପାରୁବୁ ନାହିଁ। ଦଳରୁ ବହିଷ୍କୃତ ହୋଇଯିବୁ।' ଏଭଳି କିଛି କହିବା ସହ ତେରଚ୍ଛା ବାଣ ମାରିଛନ୍ତି ବିଜେଡ଼ି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ।କଟକରେ ଦ ଲ କଲେଜର ରୌପ୍ୟ ଜୟନ୍ତୀ ଉତ୍ସବରେ ଯୋଗ ଦେଇ ପରୋକ୍ଷରେ ସରକାରଙ୍କ ରହସ୍ୟ ଓ ବିଜେଡି ନେତାଙ୍କ ସ୍ଥିତିକୁ ନେଇ ଏମିତି କଟାକ୍ଷ କରିଛନ୍ତି ଯେ ଯାହାକୁ ନେଇ ଏବେ ରାଜ୍ୟ ରାଜନୀତି ହୁଲୁସ୍ତୁଲ।

Soumya Ranjan Patnaik BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe