ବିଦ୍ୟାଭାରତୀଙ୍କ ବଲାଙ୍ଗିର ବ୍ୟାଚ୍‌ଲର ଭୋଜିରେ କଣ ଥିଲା ଆଇଟମ୍‌ ପଢ଼ନ୍ତୁ

ବଲାଙ୍ଗିର (ମନରଞ୍ଜନ ଯୋଷି): ବାହାଘର ପରେ ବିଦ୍ୟାଭାରତୀ ପଣ୍ଡା ଦେଇଥିଲେ ବ୍ୟାଚଲର ଭୋଜି। ବଲାଙ୍ଗିର ପ୍ରାଣୀଧନ ନିରୀକ୍ଷଣ ତାଲିମ୍‌ କେନ୍ଦ୍ର ହଷ୍ଟେଲ୍‌ରେ ଭୋଜି ଆୟୋଜନ କରାଯାଇଥିଲା। ଭୋଜିରେ ମଟନ୍‌ ଓ ଚିକେନ୍‌। ତାଲିମ କେନ୍ଦ୍ରର ୮୦ ଜଣ ଛାତ୍ରଛାତ୍ରୀ ଓ ଷ୍ଟାଫ୍‌ ଭୋଜି ଖାଇଥିଲେ। ବିଦ୍ୟାଭାରତୀ ହେଉଛନ୍ତି ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ(ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ରଙ୍କ। ଏସିଏଫ୍‌ ଶ୍ରୀ ମହାପାତ୍ରଙ୍କ ମୃତ୍ୟୁ ପରେ ଚର୍ଚ୍ଚାକୁ ଆସିଛନ୍ତି ବିଦ୍ୟାଭରତୀ ପଣ୍ଡା। ୨୦୧୯ ଅକ୍ଟୋବର ୧୬ ତାରିଖରେ ବିଦ୍ୟାଭାରତୀ ବଲାଙ୍ଗିର […]

Bidya-Bharati-Panda

Bidya-Bharati-Panda

Manoranjan Sial
  • Published: Thursday, 22 July 2021
  • Updated: 23 July 2021, 04:28 PM IST

Sports

Latest News

ବଲାଙ୍ଗିର (ମନରଞ୍ଜନ ଯୋଷି): ବାହାଘର ପରେ ବିଦ୍ୟାଭାରତୀ ପଣ୍ଡା ଦେଇଥିଲେ ବ୍ୟାଚଲର ଭୋଜି। ବଲାଙ୍ଗିର ପ୍ରାଣୀଧନ ନିରୀକ୍ଷଣ ତାଲିମ୍‌ କେନ୍ଦ୍ର ହଷ୍ଟେଲ୍‌ରେ ଭୋଜି ଆୟୋଜନ କରାଯାଇଥିଲା। ଭୋଜିରେ ମଟନ୍‌ ଓ ଚିକେନ୍‌। ତାଲିମ କେନ୍ଦ୍ରର ୮୦ ଜଣ ଛାତ୍ରଛାତ୍ରୀ ଓ ଷ୍ଟାଫ୍‌ ଭୋଜି ଖାଇଥିଲେ। ବିଦ୍ୟାଭାରତୀ ହେଉଛନ୍ତି ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ(ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ରଙ୍କ। ଏସିଏଫ୍‌ ଶ୍ରୀ ମହାପାତ୍ରଙ୍କ ମୃତ୍ୟୁ ପରେ ଚର୍ଚ୍ଚାକୁ ଆସିଛନ୍ତି ବିଦ୍ୟାଭରତୀ ପଣ୍ଡା।

୨୦୧୯ ଅକ୍ଟୋବର ୧୬ ତାରିଖରେ ବିଦ୍ୟାଭାରତୀ ବଲାଙ୍ଗିର ପ୍ରାଣୀଧନ ନିରୀକ୍ଷଣ ତାଲିମ୍‌ କେନ୍ଦ୍ରରେ ଆଡମିଶନ୍‌ କରିଥିଲେ। ସେ ଇନ୍‌ଷ୍ଟିଚ୍ୟୁଟ୍‌ ହଷ୍ଟେଲର ରୁମ୍‌ ନମ୍ବର ୧ରେ ରହୁଥିଲେ। ମହାମାରୀ କରୋନା ପାଇଁ ସେ ୨୦୨୦ ମାର୍ଚ୍ଚ ୧୮ ତାରିଖରେ ହଷ୍ଟେଲ ଛାଡ଼ିଥିଲେ। ପରେ ୨୦୨୦ ଡିସେମ୍ବର ୧ ତାରିଖରେ ସେ ସୌମ୍ୟରଞ୍ଜନଙ୍କୁ ବିବାହ ହୋଇଥିଲେ।

ଅଧିକ ପଢ଼ନ୍ତୁ: ସ୍ୱାମୀ ଥାଉଁ ଥାଉଁ ମଥାରୁ ପୋଛିଥିଲେ ସିନ୍ଦୂର!

ବାହାଘର ପରେ ଚଳିତବର୍ଷ ଏପ୍ରିଲ ୩ ତାରିଖରେ ବିଦ୍ୟାଭାରତୀ ପରୀକ୍ଷା ଦେବା ପାଇଁ ବଲାଙ୍ଗିର ଯାଇଥିଲେ। ଏପ୍ରିଲ୍ ୧୩ ତାରିଖ ପର୍ଯ୍ୟନ୍ତ ସେ ସେଠାରେ ରହିଥିଲେ। ଏହା ପୂର୍ବରୁ ଇନ୍‌ଷ୍ଟିଚ୍ୟୁଟ୍‌ ଅଧିକାରୀ ହେମନ୍ତ କୁମାର ପ୍ରଧାନଙ୍କ ଅନୁମତି ନେଇ ସେ ଏକ ଭୋଜି ଆୟୋଜନ କରିଥିଲେ। ଭୋଜିରେ ଚିକେନ୍‌ ଓ ମଟନ ହୋଇଥିଲା।

ସୌମ୍ୟଙ୍କ ମୃତ୍ୟୁ ପରେ ବିଦ୍ୟାଙ୍କ ବ୍ୟାଚଲର ଭୋଜି କଥା ଉଠିଥିଲା। ସୌମ୍ୟଙ୍କ ପରିବାର ଲୋକ ଏହି କଥା ଉଠାଇଥିଲେ।

ବାହାଘରର ମାସକ ପରେ ସୌମ୍ୟ ପତ୍ନୀ ବିଦ୍ୟାଭାରତୀଙ୍କୁ ଧରି ଚାଲି ଯାଇଥିଲେ କର୍ମକ୍ଷେତ୍ରକୁ। ପାରଳାଖେମୁଣ୍ଡିରେ ସରକାରୀ କ୍ୱାର୍ଟର୍ସରେ ସ୍ୱାମୀ-ସ୍ତ୍ରୀ ରହୁଥିଲେ। ୧୨ ତାରିଖ ରାତି ପ୍ରାୟ ୯ଟା ହେବ। ସୌମ୍ୟଙ୍କ ଶରୀରରେ ନିଆଁ ଲାଗିଗଲା। ବିଦ୍ୟାଭାରତୀ ଏନେଇ ପଡ଼ୋଶୀଙ୍କ ସୂଚନା ଦେଇଥିଲେ। ଏହା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପାରଳାଖେମୁଣ୍ଡି ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ୧୩ ତାରିଖ ସକାଳେ ତାଙ୍କୁ କଟକରେ ଏକ ଘରୋଇ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ତେବେ ଏଠି ପ୍ରଶ୍ନ ଉଠୁଛି ସୌମ୍ୟଙ୍କ ଶରୀରରେ ନିଆଁ ଲାଗିଲା କେମିତି? ଏନେଇ ବିଦ୍ୟାଭାରତୀ ମୁହଁ ଖୋଲୁନଥିଲେ। ଏଥିପାଇଁ ସୌମ୍ୟଙ୍କ ପରିବାର ଲୋକେ ବିଦ୍ୟାଙ୍କ ଉପରେ ଦୋଷ ଲଦିଥିଲେ। ଏପରି ଡିଏଫ୍‌ଓ ଓ ବିଦ୍ୟାଙ୍କ ଅନୈତିକ ସମ୍ପର୍କ କଥା ଉଠାଇଥିଲେ। ମାତ୍ର ଏପରି ଆରୋପକୁ ଖଣ୍ଡନ କରିଥିଲେ ବିଦ୍ୟାଭାରତୀ ଓ ଡିଏଫ୍‌ଓ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story