Advertisment

ଟ୍ରେନ ଭିତରୁ ଶୁଭୁଥିଲା ଆର୍ତ୍ତଚିତ୍କାର

କେମିତି ଥିଲା ସେଦିନର କାଳ ସଂଧ୍ୟା? ଟିକନିକ କରି ବଖାଣୁଛନ୍ତି ଦେଖେଣାହାରୀ। ଟ୍ରେନ ଦୁର୍ଘଟଣାର ଏ ଛାତିଥରା ଦୃଶ୍ୟ ହିଁ ବୟାନ କରୁଛି ପୁରା ଘଟଣା। କିଏ ବାଲେଶ୍ୱର ଷ୍ଟେସନରୁ ବସିଥିଲା ତ କିଏ ଆଗ ଷ୍ଟେସନରେ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିଲା। ହେଲେ ସବୁ କିଛି ଛାରଖାର ହୋଇଗଲା।

Odisha Train Accident Train Tragedy Coromandel Express
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe