Advertisment

ଶ୍ରୀଜଗନ୍ନାଥଙ୍କ ଦାରୁ ପାଇଁ ଉତ୍ସବମୁଖର ଦାରୁସ୍ଥଳୀ

ଭୁବନେଶ୍ୱର: ଶ୍ରୀଜନ୍ନନାଥଙ୍କ ଦାରୁ ଦେବତାଙ୍କ ଦିବ୍ୟଲୀଳା ପାଇଁ ଉତ୍ସବମୁଖର ଜଗତ୍ସିଂହପୁରର ଖରିପଡ଼ିଆ।ସଂକୀର୍ତ୍ତନ ଓ ଭକ୍ତଙ୍କ ସମାବେଶରେ ରଘୁନାଥପୁର ଖରିପଡ଼ିଆରେ ଜଗନ୍ନାଥ ମୟ ପରିବେଶ। ଶ୍ରୀଜଗନ୍ନାଥଙ୍କ ଦାରୁଙ୍କୁ ଚଉପଟ କରାଯାଉଛି।ବିଶ୍ୱକର୍ମା ମହାରଣାମାନେ ବ୍ୟସ୍ତ ଚଉପଟ କାମରେ। ଶ୍ରୀଜଗନ୍ନାଥଙ୍କ ବିଗ୍ରହ ନିର୍ମାଣ ପାଇଁ ଦାରୁଙ୍କୁ ଚଉପଟ କରାଯିବା ସହିତ ବୃକ୍ଷର ବଳକା ଅଂଶକୁ କାଟି ପାତାଳି କରାଯାଉଛି। ଏପଟେ ଚାଲିଛି ଶଗଡ଼ି ନିର୍ମାଣ କାମ। ଚଉପଟ ଓ ଶଗଡ଼ି ନିର୍ମାଣ ପରେ ଶ୍ରୀମନ୍ଦିର ଯାତ୍ରା କରିବେ ଦାରୁ। ମହରଣା ସେବାୟତ […]

ଶ୍ରୀଜଗନ୍ନାଥଙ୍କ ଦାରୁ ପାଇଁ ଉତ୍ସବମୁଖର ଦାରୁସ୍ଥଳୀ

jaganath

Advertisment

ଭୁବନେଶ୍ୱର: ଶ୍ରୀଜନ୍ନନାଥଙ୍କ ଦାରୁ ଦେବତାଙ୍କ ଦିବ୍ୟଲୀଳା ପାଇଁ ଉତ୍ସବମୁଖର ଜଗତ୍ସିଂହପୁରର ଖରିପଡ଼ିଆ।ସଂକୀର୍ତ୍ତନ ଓ ଭକ୍ତଙ୍କ ସମାବେଶରେ ରଘୁନାଥପୁର ଖରିପଡ଼ିଆରେ ଜଗନ୍ନାଥ ମୟ ପରିବେଶ। ଶ୍ରୀଜଗନ୍ନାଥଙ୍କ ଦାରୁଙ୍କୁ ଚଉପଟ କରାଯାଉଛି।ବିଶ୍ୱକର୍ମା ମହାରଣାମାନେ ବ୍ୟସ୍ତ ଚଉପଟ କାମରେ। ଶ୍ରୀଜଗନ୍ନାଥଙ୍କ ବିଗ୍ରହ ନିର୍ମାଣ ପାଇଁ ଦାରୁଙ୍କୁ ଚଉପଟ କରାଯିବା ସହିତ ବୃକ୍ଷର ବଳକା ଅଂଶକୁ କାଟି ପାତାଳି କରାଯାଉଛି। ଏପଟେ ଚାଲିଛି ଶଗଡ଼ି ନିର୍ମାଣ କାମ। ଚଉପଟ ଓ ଶଗଡ଼ି ନିର୍ମାଣ ପରେ ଶ୍ରୀମନ୍ଦିର ଯାତ୍ରା କରିବେ ଦାରୁ। ମହରଣା ସେବାୟତ ମାନେ ବ୍ୟସ୍ତ ଶଗଡ଼ି ନିର୍ମାଣରେ ଅଛନ୍ତି ‍ବୋଲି ତାଳଧ୍ୱଜ ରଥର ମୁଖ୍ୟ ମହାରଣା ନରସିଂହ ମହାପାତ୍ର କହିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe