Advertisment

ଭୋ ଭୋ କାନ୍ଦିଲେ ଶ୍ରୀକାନ୍ତ!

ସଭାସ୍ଥଳରେ ଭାଷଣ ଦେବା ସମୟରେ କାନ୍ଦି ପକାଇଲେ ପୂର୍ବତନ ଶ୍ରମମନ୍ତ୍ରୀ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ। ବାଦ ବିବାଦରେ ଛନ୍ଦି ହୋଇପଡ଼ିଥିବା ଶ୍ରୀକାନ୍ତ ନିକଟରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। କେବଳ ସେତିକି ନୁହେଁ ନିଜ ଦଳର ଜଣେ ନେତ୍ରୀ, ତାଙ୍କ ବିରୋଧରେ ଥାନାର ଦ୍ୱାରସ୍ଥ ହୋଇଥିଲେ। ମନ୍ତ୍ରୀପଦ ଯିବା ପରେ ନିଜ ନିର୍ବାଚନମଣ୍ଡଳୀରେ ଶକ୍ତିପ୍ରଦର୍ଶନ କରିଛନ୍ତି ବିଧାୟକ। ଚର୍ଚ୍ଚା ହେଉଛି କି, ୨୦୨୪ ସାଧାରଣ ନିର୍ବାଚନରେ ଦଳୀୟ ଟିକେଟରୁ ବାଦ ପଡ଼ିପାରନ୍ତି ଶ୍ରୀକାନ୍ତ। ତେଣୁ ତା ପୂର୍ବରୁ ସଭା ସମିତି ଜରିଆରେ ସିମ୍ପାଥି ସାଉଁଟିବାକୁ ଚେଷ୍ଟା କରୁଛନ୍ତି ଶ୍ରୀକାନ୍ତ।

Odisha BjD Ganjam Odisha Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe