ଶ୍ରୀମନ୍ଦିର ଭିତରେ କେବଳ ଦର୍ଶନକୁ ହଁ, ବାକି ସବୁକୁ ନା’

ପୁରୀ(ଓଡ଼ିଶା ରିପୋର୍ଟର): ଆଜିଠୁ ଭକ୍ତଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର । କଟକଣା ଭିତରେ ଆଜି ସେବାୟତ ପରିବାର ଓ ସେବାୟତଙ୍କୁ କାଳିଆ ଦର୍ଶନ ପାଇଁ ଅନୁମତି ମିଳିଛି । ତେବେ ଶ୍ରୀମନ୍ଦିର ଖୋଲିବା ପରେ ପୂର୍ବରୁ ଘୋଷଣା ନିୟମ ସହ ଜିଲ୍ଲା ପ୍ରଶାସନ ଆଉ କିଛି କଡା ନିୟମ ଯୋଡିଛି । ଶ୍ରଦ୍ଧାଳୁଙ୍କ ପାଇଁ ପ୍ରଶାସନ ପକ୍ଷରୁ ଏସଓପି ଜାରି କରାଯାଇଛି । ମନ୍ଦିର ଭିତରେ କେବଳ ଦର୍ଶନକୁ ହଁ କରାଯାଇଛି । ବାକି ସବୁକିଛି ମନା […]

puri-temple-2

puri-temple-2

Madhupriya Mistry
  • Published: Wednesday, 23 December 2020
  • Updated: 23 December 2020, 02:36 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ଆଜିଠୁ ଭକ୍ତଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର । କଟକଣା ଭିତରେ ଆଜି ସେବାୟତ ପରିବାର ଓ ସେବାୟତଙ୍କୁ କାଳିଆ ଦର୍ଶନ ପାଇଁ ଅନୁମତି ମିଳିଛି । ତେବେ ଶ୍ରୀମନ୍ଦିର ଖୋଲିବା ପରେ ପୂର୍ବରୁ ଘୋଷଣା ନିୟମ ସହ ଜିଲ୍ଲା ପ୍ରଶାସନ ଆଉ କିଛି କଡା ନିୟମ ଯୋଡିଛି । ଶ୍ରଦ୍ଧାଳୁଙ୍କ ପାଇଁ ପ୍ରଶାସନ ପକ୍ଷରୁ ଏସଓପି ଜାରି କରାଯାଇଛି ।

ମନ୍ଦିର ଭିତରେ କେବଳ ଦର୍ଶନକୁ ହଁ କରାଯାଇଛି । ବାକି ସବୁକିଛି ମନା ହୋଇଛି । ମନ୍ଦିର ଭିତରେ ଦୀପ ଜାଳବା ମନା। ସେହିପରି କୌଣସି ପ୍ରତିମାକୁ ଶ୍ରଦ୍ଧାଳୁ ଛୁଇଁପାରିବେ ନାହିଁ । ଏଥିସହ ଶ୍ରୀମନ୍ଦିର ଭିତରକୁ ଭୋଗ, ଫୁଲ, ଦୀପ ନେବା ସଂପୂର୍ଣ୍ଣ ବାରଣ ହୋଇଛ ।

ସେହିପରି ମନ୍ଦିର ପରିସରରେ ଓ ଆନନ୍ଦ ବଜାରରେ ମହାପ୍ରସାଦ ସେବନ ଉପରେ ମଧ୍ୟ ରୋକ ଲଗାଯାଇଛି । ଦର୍ଶନ ପାଇଁ ଆସୁଥିବା ପୁରୀ ସହରବାସୀ ଟୋକନ ଆଣି ଆସିବେ। ଟୋକନ ସହ ଆଧାର କାର୍ଡ ମଧ୍ୟ ସାଙ୍ଗରେ ଆଣିବେ । ମନ୍ଦିର ବାହାରେ ଓ ଭିତରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।

ଆଜିଠୁ ଶ୍ରୀମନ୍ଦିର ଖୋଲିବା ପରେ ୨ ଦିନ ଯାଏଁ ସେବାୟତ ପରିବାର ଶ୍ରୀଜିଉଙ୍କ ଦର୍ଶନ କରିବେ । ୨୬ରୁ ପୁରୀ ସହରବାସୀଙ୍କ ଦର୍ଶନ ପାଇଁ ଟୋକନ୍ ବ୍ୟବସ୍ଥା ହୋଇଛି । ସକାଳ ସାଢ଼େ ସାତଟା ପରେ ଦର୍ଶନ ଆରମ୍ଭ ହେବ।  ସମସ୍ତେ କେବଳ ସିଂହଦ୍ୱାର ବାଟେ ହିଁ ମନ୍ଦିରରେ ପ୍ରବେଶ କରି ପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି।

ଜାନୁଆରୀ ୩ରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ । ଜିଲ୍ଲା ବାହାର ଭକ୍ତମାନେ ଏହି ଦିନଠାରୁ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ତେବେ ପୁରୀ ବାହାରର ଭକ୍ତଙ୍କ ଲାଗି କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ୬୫ବର୍ଷରୁ ଅଧିକ ଓ ୧୦ବର୍ଷରୁ କମ୍ ପିଲାଙ୍କୁ କରୋନା ସଂକ୍ରମଣ ଦୃଷ୍ଟିରୁ ବର୍ତ୍ତମାନ ସମୟରେ ଦର୍ଶନ ପାଇଁ ବାରଣ କରାଯାଇଛି। ଜାନୁଆରୀ ୩ରୁ ଠାକୁରଙ୍କୁ ବଲ୍ଳଭ ଭୋଗ ପରଠୁ ରାତି ପହୁଡ଼ ଯାଏଁ ଦର୍ଶନ କରିବାକୁ ସୁଯୋଗ ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story