କରୋନା କବଳରେ କମିଶନରେଟ୍ ପୁଲିସ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା କବଳରେ କମିଶନରେଟ୍ ପୁଲିସ୍ । ୨୦ଟି ଥାନା ମଧ୍ୟରୁ ୯ଟି ଥାନାର ଆଇଆଇସି  ସଂକ୍ରମିତ ହୋଇଥିବାବେଳେ ୬ଟି ଜୋନ୍ ମଧ୍ୟରୁ ୩ଟି ଜୋନ୍‌ ଏସିପି ମଧ୍ୟ କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି । କେବଳ ଏତିକି ନୁହେଁ, ପ୍ରାୟ ୪୫ ଜଣ ପୁଲିସ୍ ଅଧିକାରୀଙ୍କ ସମେତ ହଜାରେ କର୍ମଚାର ସଂକ୍ରମିତ ହୋଇସାରିଲେଣି । ଏପରିକି ୪ ଜଣ ପୁଲିସ୍ କର୍ମଚାରୀଙ୍କର  କରୋନାରେ ଜୀବନ ଯାଇଥିବା ସୂଚନା ଦେଇଛନ୍ତି ପୁଲିସ୍ କମିଶନର ସୁଧାଂଶୁ ଷଡଙ୍ଗୀ […]

police

police

Niharika Rout
  • Published: Friday, 18 September 2020
  • Updated: 18 September 2020, 08:45 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା କବଳରେ କମିଶନରେଟ୍ ପୁଲିସ୍ । ୨୦ଟି ଥାନା ମଧ୍ୟରୁ ୯ଟି ଥାନାର ଆଇଆଇସି  ସଂକ୍ରମିତ ହୋଇଥିବାବେଳେ ୬ଟି ଜୋନ୍ ମଧ୍ୟରୁ ୩ଟି ଜୋନ୍‌ ଏସିପି ମଧ୍ୟ କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି । କେବଳ ଏତିକି ନୁହେଁ, ପ୍ରାୟ ୪୫ ଜଣ ପୁଲିସ୍ ଅଧିକାରୀଙ୍କ ସମେତ ହଜାରେ କର୍ମଚାର ସଂକ୍ରମିତ ହୋଇସାରିଲେଣି । ଏପରିକି ୪ ଜଣ ପୁଲିସ୍ କର୍ମଚାରୀଙ୍କର  କରୋନାରେ ଜୀବନ ଯାଇଥିବା ସୂଚନା ଦେଇଛନ୍ତି ପୁଲିସ୍ କମିଶନର ସୁଧାଂଶୁ ଷଡଙ୍ଗୀ ।

ଏପରି ସ୍ଥିତିରେ କମିଶନରେଟ୍ ପୁଲିସ୍‌ରେ   କର୍ମଚାରୀଙ୍କ ଅଭାବ ଦେଖାଦେଇଛି। ଫଳରେ ବାହାରୁ କିଛି କର୍ମଚାରୀ ଆସି କମିଶନରେଟ୍ ପୁଲିସ୍ରେ ଯୋଗଦେବେ ବୋଲି କହିଛନ୍ତି ସିପି । ଭିଡ଼କୁ ନିୟନ୍ତ୍ରଣ ପାଇଁ ରାଜଧାନୀରେ ବ୍ୟବସାୟୀ ଯଦି ଅକ୍ଷମ, ତେବେ ୧୦୦କୁ ଡାଏଲ୍ କରି ପୁଲିସ୍‌  ସହାୟତା ନେବାକୁ  କହିଛନ୍ତି ସିପି ।

ଯେହେତୁ କୌଣସି କଟକଣା ଯଥା ଲକ୍‌ଡାଉନ୍‌ କିମ୍ବା ଶଟଡାଉନ୍ ନାହିଁ ଏଭଳି ସ୍ଥିତିରେ ଆମକୁ ସଚେତନ ହେବାକୁ ପଡ଼ିବ । ଏହାସତ୍ତ୍ୱେ ଯେଉଁମାନେ ଅମାନିଆ ହୋଇ ନିୟମ ଉଲ୍ଲଘଂନ କରୁଛନ୍ତି ଜରିମାନା ଆଦାୟ କରାଯାଇ ସେମାନଙ୍କୁ  ସଚେତନ କରାଯାଉଛି ।

ଏପ୍ରିଲ୍‌ରୁ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୮୦ ହଜାର ଲୋକଙ୍କଠାରୁ   ଅଢ଼େଇ କୋଟି ଟଙ୍କା ଜରିମାନା ଆଦାୟ ହୋଇସାରିଲାଣି  ବୋଲି ସିପି  କହିଛନ୍ତି  ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story