Advertisment

‘ନବୀନ ବାବୁ ନିଜେ ଉତ୍ତର ଦିଅନ୍ତୁ’

ରାଜ୍ୟରେ ଅଘୋଷିତ ବିଦ୍ୟୁତ କାଟ ସମସ୍ୟାକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି ରାଜ୍ୟ ବିଜେପି । ସେପଟେ ବିଜେପି ନେତା ଜଗନ୍ନାଥ ପ୍ରଧାନ କହିଛନ୍ତି 'ବିଦ୍ୟୁତ କାଟ କାହିଁକି ହେଉଛି ତାହାର ଉତ୍ତର ନବୀନ ବାବୁ ଦିଅନ୍ତୁ' ।

author-image
Manoj Swain

ରାଜ୍ୟରେ ଅଘୋଷିତ ବିଦ୍ୟୁତ କାଟ ସମସ୍ୟାକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି ରାଜ୍ୟ ବିଜେପି । ସେପଟେ ବିଜେପି ନେତା ଜଗନ୍ନାଥ ପ୍ରଧାନ କହିଛନ୍ତି 'ବିଦ୍ୟୁତ କାଟ କାହିଁକି ହେଉଛି ତାହାର ଉତ୍ତର ନବୀନ ବାବୁ ଦିଅନ୍ତୁ' ।

Advertisment
Odisha Bjp Protest