ଅପରାହ୍ଣରେ ୫୬,୯୨୧ କୋଟି ଟଙ୍କାର କାମଚଳା ବଜେଟ୍ ଉପସ୍ଥାପନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ବିଧାନସଭାରେ ଉପସ୍ଥାପନ ହେବ କାମଚଳା ବଜେଟ୍‌। ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ବଜେଟ୍‌ ଉପସ୍ଥାପନ କରିବେ। ୨୦୧୯-୨୦ ଆର୍ଥକ ବର୍ଷର ପ୍ରଥମ ୪ ମାସ ପାଇଁ ବଜେଟ୍‌ ଉପସ୍ଥାପନ ହେବ। ଏଥିରେ ୫୬,୯୨୧ କୋଟି ଟଙ୍କାର ବଜେଟ୍‌ ଉପସ୍ଥାପନ କରାଯିବ। ଅପରାହ୍ଣରେ ଅର୍ଥମନ୍ତ୍ରୀ ଏହାକୁ ଉପସ୍ଥାପନ କରିବେ। ପୂର୍ବରୁ ମନ୍ତ୍ରୀ ପରିଷଦ ବଜେଟର ଆକାରକୁ ଅନୁମୋଦନ ଦେଇସାରିଛି। ନିର୍ବାଚନ ବର୍ଷ ହୋଇଥିବାରୁ ବଜେଟ୍‌ ଉପରେ ସମସ୍ତଙ୍କ ନଜର ରହିବ। ସାଧାରଣ ନିର୍ବାଚନ ଥିବାରୁ […]

ASSEMBLY-1

ASSEMBLY-1

Rakesh Mallick
  • Published: Thursday, 07 February 2019
  • Updated: 07 February 2019, 12:03 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ବିଧାନସଭାରେ ଉପସ୍ଥାପନ ହେବ କାମଚଳା ବଜେଟ୍‌। ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ବଜେଟ୍‌ ଉପସ୍ଥାପନ କରିବେ। ୨୦୧୯-୨୦ ଆର୍ଥକ ବର୍ଷର ପ୍ରଥମ ୪ ମାସ ପାଇଁ ବଜେଟ୍‌ ଉପସ୍ଥାପନ ହେବ। ଏଥିରେ ୫୬,୯୨୧ କୋଟି ଟଙ୍କାର ବଜେଟ୍‌ ଉପସ୍ଥାପନ କରାଯିବ। ଅପରାହ୍ଣରେ ଅର୍ଥମନ୍ତ୍ରୀ ଏହାକୁ ଉପସ୍ଥାପନ କରିବେ।

ପୂର୍ବରୁ ମନ୍ତ୍ରୀ ପରିଷଦ ବଜେଟର ଆକାରକୁ ଅନୁମୋଦନ ଦେଇସାରିଛି। ନିର୍ବାଚନ ବର୍ଷ ହୋଇଥିବାରୁ ବଜେଟ୍‌ ଉପରେ ସମସ୍ତଙ୍କ ନଜର ରହିବ। ସାଧାରଣ ନିର୍ବାଚନ ଥିବାରୁ ୪ମାସ ପାଇଁ ବଜେଟ୍‌ ଉପସ୍ଥାପନ କରାଯାଇ ବିଧାନସଭାର ଅନୁମୋଦନ ନେବେ ସରକାର।

କାଳିଆ ଯୋଜନା ଭଳି ଅନେକ ଯୋଜନା ସରକାର ଘୋଷଣା କରିଥିବା ବେଳେ ଏଥିପାଇଁ ବ୍ୟୟବରାଦ ହୋଇନାହିଁ। ତେଣୁ ଏହିସବୁ ଯୋଜନା ପାଇଁ ବ୍ୟୟବରାଦ କରିବେ ରାଜ୍ୟ ସରକାର।

କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି ଓ ଗ୍ରାମୀଣ ବିକାଶ ଉପରେ ସରକାର ଗୁରୁତ୍ୱ ଦେଇପାରନ୍ତି।

ତେବେ କେନ୍ଦ୍ର ବଜେଟ୍‌ ଉପସ୍ଥାପନ ହୋଇସାରିଥିବାରୁ ଏହାକୁ ଆଖି ଆଗରେ ରଖି ସରକାର ଅର୍ଥ ବରାଦ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story