ବ୍ଲାକ ରୋଜକୁ ଦେଲେନି, କରମଣ୍ଡଳକୁ ଦେଲେ.. | Odisha Reporter
ସଂଗୀନ ମାମଲାରେ ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାର ସମ୍ମତି ଦେବାକୁ ଖୁବ୍ ତତ୍ପରତା ଦେଖାଉଥିବାବେଳେ ଅନ୍ୟ କେତେକ ମାମଲାରେ ଖୁବ ନିଷ୍କ୍ରିୟ ରହୁଥିବା ଦେଖାଯାଉଛି। ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ଦେଖାଉଛନ୍ତି। ବାହାନଗା ଘଟଣାରେ ସିବିଆଇକୁ ସ୍ୱାଗତ କଲେ, କିନ୍ତୁ ନବ ଦାସ ମୃତ୍ୟୁ ମାମଲାରେ ଶୁଣିଲେନି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
