Advertisment

୧୩୪ ଦିନ ଭିତରେ ସର୍ବାଧିକ ସ୍ତରରେ ରାଜ୍ୟର ଦୈନିକ ସଂକ୍ରମଣ

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୭ ନୂଆ କୋଭିଡ ପଜିଟିଭ ଚିହ୍ନଟ। ୧୩୪ ଦିନ ଭିତରେ ସର୍ବାଧିକ ସ୍ତରରେ ରାଜ୍ୟର ଦୈନିକ ସଂକ୍ରମଣ । ସକ୍ରିୟ ରୋଗୀ ସଂଖ୍ୟା ୭୩ ଛୁଇଁଲା । ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ରଙ୍କ ସୂଚନା।

author-image
Manoj Swain

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୭ ନୂଆ କୋଭିଡ ପଜିଟିଭ ଚିହ୍ନଟ। ୧୩୪ ଦିନ ଭିତରେ ସର୍ବାଧିକ ସ୍ତରରେ ରାଜ୍ୟର ଦୈନିକ ସଂକ୍ରମଣ । ସକ୍ରିୟ ରୋଗୀ ସଂଖ୍ୟା ୭୩ ଛୁଇଁଲା । ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ରଙ୍କ ସୂଚନା।

Advertisment
Corona Cases In Odisha COVID Guideline