Advertisment

ଭେଣ୍ଡିଆ ପୁଅକୁ ବିଷ ଦେଇ ମାରିଦେଲା ସାବତ ମା'

ସମ୍ପତ୍ତି ଲୋଭରେ ସାବତ ମା' କୁଆଡେ ୩୫ ବର୍ଷୀୟ ଭେଣ୍ଡିଆ ପୁଅକୁ ବିଷ ଦେଇ ମାରିଦେଇଛି। ଏମିତି କିଛି ଅଭିଯୋଗ ଆସିଛି ଦଶପଲ୍ଲା ଥାନା ସିମିଳିସାହି ଗ୍ରାମରୁ।

author-image
Debendra Prusty

ସମ୍ପତ୍ତି ଲୋଭରେ ସାବତ ମା' କୁଆଡେ ୩୫ ବର୍ଷୀୟ ଭେଣ୍ଡିଆ ପୁଅକୁ ବିଷ ଦେଇ ମାରିଦେଇଛି। ଏମିତି କିଛି ଅଭିଯୋଗ ଆସିଛି ଦଶପଲ୍ଲା ଥାନା ସିମିଳିସାହି ଗ୍ରାମରୁ।

Advertisment
Odisha Crime Mother Movable Property