Advertisment

ରାଜଧାନୀ ଉପକଣ୍ଠରୁ ୨୫ ଲକ୍ଷର ଧଳା ଜହର ଜବତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିପୁଳ ପରିମାଣର ଧଳା ଜହର ଜବତ । ରାଜଧାନୀ ଉପକଣ୍ଠରୁ ୩୨୦ ଗ୍ରାମ ବ୍ରାଉନସୁଗର ଜବତ କରିଛି କ୍ରାଇମବାଂଚ ଏସଟିଏଫ । ଏଥିସହ ବ୍ରାଉନସୁଗର ଡିଲ କରୁଥିବା ଡିଲରକୁ ମଧ୍ୟ ଏସଟିଏଫ ଗିରଫ କରିଛି । ବାଲେଶ୍ୱର ଜଳେଶ୍ୱରରୁ ଆଣି ଖୋର୍ଦ୍ଧା ଜଙ୍କିଆରେ ଡିଲ ବେଳେ ଏସଟିଏଫ ଏହି ଡିଲରକୁ ଧରିଛି । ଜବତ ବ୍ରାଉନସୁଗରର ମୂଲ୍ୟ ୨୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଅନୁମାନ କରାଯାଇଛି ।  ଅଭିଯୁକ୍ତ ନାଁରେ ଖୋର୍ଦ୍ଧା […]

ଅଦ୍ୟତନ ହୋଇଛି
ରାଜଧାନୀ ଉପକଣ୍ଠରୁ ୨୫ ଲକ୍ଷର ଧଳା ଜହର ଜବତ

brown-suagr

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିପୁଳ ପରିମାଣର ଧଳା ଜହର ଜବତ । ରାଜଧାନୀ ଉପକଣ୍ଠରୁ ୩୨୦ ଗ୍ରାମ ବ୍ରାଉନସୁଗର ଜବତ କରିଛି କ୍ରାଇମବାଂଚ ଏସଟିଏଫ । ଏଥିସହ ବ୍ରାଉନସୁଗର ଡିଲ କରୁଥିବା ଡିଲରକୁ ମଧ୍ୟ ଏସଟିଏଫ ଗିରଫ କରିଛି । ବାଲେଶ୍ୱର ଜଳେଶ୍ୱରରୁ ଆଣି ଖୋର୍ଦ୍ଧା ଜଙ୍କିଆରେ ଡିଲ ବେଳେ ଏସଟିଏଫ ଏହି ଡିଲରକୁ ଧରିଛି । ଜବତ ବ୍ରାଉନସୁଗରର ମୂଲ୍ୟ ୨୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଅନୁମାନ କରାଯାଇଛି ।  ଅଭିଯୁକ୍ତ ନାଁରେ ଖୋର୍ଦ୍ଧା ଜଙ୍କିଆ ପୁଲିସ ଷ୍ଟେସନରେ ଏକ ମାମଲା ରଜୁ କରାଯିବା ସହ ଏହାର ପଛରେ ଥିବା ମାଷ୍ଟରମାଇଣ୍ଡକୁ ଖୋଜୁଛି  କ୍ରାଇମବ୍ରାଂଚ ଏସଟିଏଫ ।

Advertisment

ଏହାକୁ ମିଶାଇ ରାଜ୍ୟରେ ଚଳିତ ବର୍ଷ ଏସଟିଏଫ ଏଯାଏଁ ୨୩ କେଜି ୫୯୩ ଗ୍ରାମ ବ୍ରାଉନସୁଗର ଜବତ କରିସାରିଲାଣି । ବର୍ତ୍ତମାନ ସୁଦ୍ଧା ୨୬ଟି କେସ୍ ରୁଜୁ ହେବା ସହ ୫୦ ଜଣ ଡ୍ରଗ ପେଡଲରଙ୍କୁ ଗିରଫ କରିଛି ଏସଟିଏଫ ।

Brown Sugar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe