ଭୋକରେ ପେଟ ଜଳୁଛି… ଖରାରେ ପିଠି ଜଳୁଛି | Odisha Reporter
ଡହ ଡହ ଖରା ଦିନ କାହାକୁ ଟେନସନ୍ ଦିଏ, ତୋ ଆଉ କାହା ପେଟକୁ ଦାନା ଯୋଗାଏ। ଏଇ ଦେଖୁ ନାହାନ୍ତି ଏଇ ଭାଇ ଜଣଙ୍କ ଉଦୁଉଦିଆ ଖରାରେ ବ୍ୟଗଟିଏ ଧରି କେମିତି ହସି ହସି ଜଙ୍ଗଲ ଭିତରେ ଚାଲିଛନ୍ତି। କାରଣ ଜଙ୍ଗଲରେ ପରା କେନ୍ଦୁ ପାଚିଲାଣି। ତେଣୁ କେନ୍ଦୁ ନେଲେ ବଜାରରେ ବିକ୍ରି କରିବେ। ଘରକୁ ତେଲ ଲୁଣ ଟିକେ କିଣି ନେବେ। କେନ୍ଦୁଝର ଜିଲ୍ଲାର କାଞ୍ଜିପାଣି ଘାଟିର କେନ୍ଦୁ ଯିଏ ଖାଇଛି ସିଏ ତାର ସ୍ୱାଦ ଜାଣିଛି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
