congress
[vc_row][vc_column][vc_video link=": ବହୁଚର୍ଚ୍ଚିତ ଇଂଜିନିୟରିଂ ଛାତ୍ର ରିଷି ମୃତ୍ୟୁ ମାମଲାର ସିବିଅାଇ ତଦନ୍ତ ଦାବି କରି ପୁଣି ଅାନ୍ଦୋଳନକୁ ଓହ୍ଲାଇଛି ଛାତ୍ର କଂଗ୍ରେସ। ଛାତ୍ର କଂଗ୍ରେସ ସଭାପତି ଇତୀଶ ପ୍ରଧାନଙ୍କ ନେତୃତ୍ୱରେ ଅାଜି ଛାତ୍ର କଂଗ୍ରେସ କର୍ମୀମାନେ ନବୀନ ନିବାସ ଅାଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ନବୀନ ନିବାସ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ପୋଲିସ ସେମାନଙ୍କୁ ଅଟକାଇଥିଲା। ଦାବି ପୂରଣ ନ ହେବା ଯାଏଁ ଅାନ୍ଦୋଳନ ଚାଲୁ ରହିବ ବୋଲି ଇତୀଶ କହିଛନ୍ତି।[/vc_column_text][/vc_column][/vc_row]
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
