Advertisment

ଖତ ଗଦାରେ ପିଲାଙ୍କ ଧନ

ବାହାରେ ପଡିଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ବହି, ପରୀକ୍ଷା ଖାତା। ବାହାରେ ପଡ଼ିଛି ନା କବାଡ଼ିଖାନାରେ କରାଯାଇଛି ବିକ୍ରି? ପ୍ରଧାନଶିକ୍ଷକଙ୍କ କହିଛନ୍ତି କାମ ପାଇଁ ବାହାରେ ରଖାଯାଇଛି ବହି। ବିଇଓଙ୍କ ଉତ୍ତର, ତଦନ୍ତ ପରେ ନିଆଯିବ କାର୍ଯ୍ୟାନୁଷ୍ଠାନ।

author-image
Manoj Swain
Odisha School