""
ଓଡ଼ିଶା Videos ଖତ ଗଦାରେ ପିଲାଙ୍କ ଧନ ବାହାରେ ପଡିଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ବହି, ପରୀକ୍ଷା ଖାତା। ବାହାରେ ପଡ଼ିଛି ନା କବାଡ଼ିଖାନାରେ କରାଯାଇଛି ବିକ୍ରି? ପ୍ରଧାନଶିକ୍ଷକଙ୍କ କହିଛନ୍ତି କାମ ପାଇଁ ବାହାରେ ରଖାଯାଇଛି ବହି। ବିଇଓଙ୍କ ଉତ୍ତର, ତଦନ୍ତ ପରେ ନିଆଯିବ କାର୍ଯ୍ୟାନୁଷ୍ଠାନ। 31 Jan 2023 12:55 ISTManoj Swain Follow Usଖତ ଗଦାରେ ପିଲାଙ୍କ ଧନ | Odisha ReporterAdvertisment Read More School OdishaAdvertisment