ମେସ୍‌ରେ ଝୁଲି ପଡ଼ିଲେ ଛାତ୍ରୀ!

ମାଲକାନଗିରି (ଜିତେନ୍ଦ୍ର ବେଉରା): ମେସ୍‌ରେ ଝୁଲି ପଡ଼ିଲେ ଜଣେ କଲେଜ ଛାତ୍ରୀ। ସେ ହେଉଛନ୍ତି ସ୍ନିଗ୍ଧା ମଣ୍ଡଳ। ତାଙ୍କ ଘର ଏମ୍‌ଭି-୫୦ରେ। ସେ ମାଲକାନଗିରି ମହିଳା ମହାବିଦ୍ୟାଳୟର ଯୁକ୍ତ ଦୁଇରେ ପଢ଼ନ୍ତି। ସ୍ନିଗ୍ଧା ମାଲକାନଗିରି ମହିଳା କଲେଜର ଯୁକ୍ତ ଦୁଇର ଦ୍ୱିତୀୟ ବର୍ଷର ଛାତ୍ର। ସେ ଅନ୍ୟ ୪ ଜଣ ଝିଅଙ୍କ ସହିତ ଝାଟିମାଟି କଲୋନୀର ଏକ ମେସ୍‌ରେ ଗୋଟିଏ ରୁମ୍‌ରେ ରୁହନ୍ତି। ଆଜି ସମସ୍ତେ କଲେଜ ଯାଇଥିବା ବେଳେ ସ୍ନଗ୍ଧା ଏକାକୀ ମେସ୍‌ରେ ଥିଲେ। ସାଥୀମାନେ […]

crime

crime

Manoranjan Sial
  • Published: Wednesday, 19 December 2018
  • Updated: 19 December 2018, 03:54 PM IST

ମାଲକାନଗିରି (ଜିତେନ୍ଦ୍ର ବେଉରା): ମେସ୍‌ରେ ଝୁଲି ପଡ଼ିଲେ ଜଣେ କଲେଜ ଛାତ୍ରୀ। ସେ ହେଉଛନ୍ତି ସ୍ନିଗ୍ଧା ମଣ୍ଡଳ। ତାଙ୍କ ଘର ଏମ୍‌ଭି-୫୦ରେ। ସେ ମାଲକାନଗିରି ମହିଳା ମହାବିଦ୍ୟାଳୟର ଯୁକ୍ତ ଦୁଇରେ ପଢ଼ନ୍ତି।

ସ୍ନିଗ୍ଧା ମାଲକାନଗିରି ମହିଳା କଲେଜର ଯୁକ୍ତ ଦୁଇର ଦ୍ୱିତୀୟ ବର୍ଷର ଛାତ୍ର। ସେ ଅନ୍ୟ ୪ ଜଣ ଝିଅଙ୍କ ସହିତ ଝାଟିମାଟି କଲୋନୀର ଏକ ମେସ୍‌ରେ ଗୋଟିଏ ରୁମ୍‌ରେ ରୁହନ୍ତି। ଆଜି ସମସ୍ତେ କଲେଜ ଯାଇଥିବା ବେଳେ ସ୍ନଗ୍ଧା ଏକାକୀ ମେସ୍‌ରେ ଥିଲେ। ସାଥୀମାନେ କଲେଜ ଫେରି ଦେଖନ୍ତି ସ୍ନିଗ୍ଧାଙ୍କ ଝୁଲନ୍ତା ମୃତଦେହ। ପରେ ଏ ସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story