ଅଶାନ୍ତ କ୍ୟାମ୍ପସ୍‌: କେଉଁଠି ଝଗଡ଼ା ତ ଆଉ କେଉଁଠି ଫୁଟୁଛି ବୋମା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗୋଟିଏ ପଟେ ଛାତ୍ର ସଂସଦ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଅନ୍ୟପକ୍ଷେ ବିଭିନ୍ନ କଲେଜ୍‌ରେ ପ୍ରାକ୍‌ ନିର୍ବାଚନୀ ହିଂସା କ୍ୟାମ୍ପସ୍‌କୁ ଅଶାନ୍ତ କରିବାରେ ଲାଗିଛି। ଛାତ୍ରଙ୍କ ହିଂସାକାଣ୍ଡକୁ ନେଇ ଦୁଇ ପ୍ରମୁଖ ଶିକ୍ଷାନୁଷ୍ଠାନ ରେଭେନ୍ସା ଓ ଜ୍ୟୋତି ବିହାର ସହିତ ରାଜ୍ୟର ଅନ୍ୟ ୫ଟି କଲେଜରେ ନିର୍ବାଚନ ବାତିଲ କରିଦିଆଯାଇଛି। ପୂର୍ବରୁ ବାଣୀବିହାରରେ ମଧ୍ୟ ନିର୍ବାଚନକୁ ବାତିଲ କରାଯାଇଥିଲା। ନିର୍ବାଚନ ପୂର୍ବରୁ ଏସବୁ କଲେଜରେ ଗଣ୍ଡଗୋଳ ସ୍ଥିତିକୁ ଦେଖି […]

collage

collage

Rakesh Mallick
  • Published: Monday, 01 October 2018
  • Updated: 01 October 2018, 11:19 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗୋଟିଏ ପଟେ ଛାତ୍ର ସଂସଦ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଅନ୍ୟପକ୍ଷେ ବିଭିନ୍ନ କଲେଜ୍‌ରେ ପ୍ରାକ୍‌ ନିର୍ବାଚନୀ ହିଂସା କ୍ୟାମ୍ପସ୍‌କୁ ଅଶାନ୍ତ କରିବାରେ ଲାଗିଛି।

ଛାତ୍ରଙ୍କ ହିଂସାକାଣ୍ଡକୁ ନେଇ ଦୁଇ ପ୍ରମୁଖ ଶିକ୍ଷାନୁଷ୍ଠାନ ରେଭେନ୍ସା ଓ ଜ୍ୟୋତି ବିହାର ସହିତ ରାଜ୍ୟର ଅନ୍ୟ ୫ଟି କଲେଜରେ ନିର୍ବାଚନ ବାତିଲ କରିଦିଆଯାଇଛି। ପୂର୍ବରୁ ବାଣୀବିହାରରେ ମଧ୍ୟ ନିର୍ବାଚନକୁ ବାତିଲ କରାଯାଇଥିଲା।

ନିର୍ବାଚନ ପୂର୍ବରୁ ଏସବୁ କଲେଜରେ ଗଣ୍ଡଗୋଳ ସ୍ଥିତିକୁ ଦେଖି ନିର୍ବାଚନ ନକରାଇବାକୁ ନିଷ୍ପତ୍ତି ନିଆଯାଇଛି।
ରେଭେନ୍ସାରେ ପ୍ରତ୍ୟକ୍ଷ ନିର୍ବାଚନ ପାଇଁ ଛାତ୍ରଛାତ୍ରୀ ଦାବି କରିଥିଲେ। ଏହାକୁ ନେଇ ଅଶାନ୍ତି ବଢିବାରୁ କର୍ତ୍ତୃପକ୍ଷ ନିର୍ବାଚନ ବାତିଲ ଲାଗି ନିଷ୍ପତ୍ତି ନେଇଛନ୍ତି।

ସେହିପରି ବାଲେଶ୍ୱର ଜିଲ୍ଲା ନୀଳଗିରି କଲେଜରେ ବୋମା ଫୁଟିବା ସହ କଲେଜରେ ଭଙ୍ଗାରୁଜା ହୋଇଛି। ଫଳରେ କଲେଜକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ଘୋଷଣା କରାଯାଇଛି।

୧୧ରେ ନିର୍ବାଚନ

ଛାତ୍ର ସଂସଦ ନିର୍ବାଚନ ପାଇଁ ସୋମବାର ବିଭିନ୍ନ କଲେଜ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଅକ୍ଟୋବର ୧୧ ତାରିଖରେ ହେବ ନିର୍ବାଚନ। ଆସନ୍ତା ୩ ତାରିଖରେ ସକାଳ ୯ଟାରୁ ଦିନ ୧୨ଟା ମଧ୍ୟରେ ନାମାଙ୍କନ ପତ୍ର ଦାଖଲ କରିବେ ଆଶାୟୀ ପ୍ରାର୍ଥୀ। ୪ରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ୧୦ ତାରିଖରେ ହ୍ୱାଟ ଆଇ ଷ୍ଟାଣ୍ଡ ଫର୍ ମିଟିଂ ଏବଂ ୧୧ ତାରିଖରେ ମତଦାନ ହୋଇ ସେହିଦିନ ଅପରାହ୍ନରେ ଫଳାଫଳ ଘୋଷଣା ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story