Advertisment

ବର୍ଷାରେ ଭିଜି ପାଣ୍ଡିଆନଙ୍କୁ ସ୍ୱାଗତ କଲେ ପିଲେ

ବର୍ଷାରେ ଭିଜି ଭିଜି ୫-ଟି ସଚିବଙ୍କୁ ପିଲାମାନେ ସ୍ୱାଗତ କଲେ। ବରଗଡ଼ ଜିଲ୍ଲାରେ ଝିପି ଝିପି ବର୍ଷା ସତ୍ତ୍ୱେ ୫-ଟି ସଚିବଙ୍କ ଗସ୍ତ। ବର୍ଷା ଲାଗି ରହିଥିବା ବେଳେ ସଚିବ ହେଲିକପ୍ଟର ଯୋଗେ ଆସି ବରଗଡ଼ ଅତାବିରା ସରଣ୍ଡା ହାଇସ୍କୁଲ ପଡ଼ିଆରେ ଓହ୍ଲାଇଥିଲେ। ଆଉ ଭି.କେ. ପାଣ୍ଡିଆନଙ୍କୁ ସ୍ୱାଗତ ଜଣାଇବା ପାଇଁ ସେଠାରେ ଉପସ୍ଥିତ ଥିଲେ ସ୍କୁଲର ପିଲାମାନେ।

Odisha Naveen Patnaik Vk Pandian School Students Child Labour
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe