Advertisment

ବର୍ଷାରେ ଭିଜି ପାଣ୍ଡିଆନଙ୍କୁ ସ୍ବାଗତ କଲେ ପିଲେ

ବର୍ଷାରେ ଭିଜି ଭିଜି 5ଟି ସଚିବଙ୍କୁ ପିଲାମାନେ ଜଣାଇଲେ ସ୍ବାଗତ । ବରଗଡ଼ ଜିଲ୍ଲାରେ ଝିପି ଝିପି ବର୍ଷା ସତ୍ତ୍ବେ ଫାଇବ ଟି ସଚିବଙ୍କ ଗସ୍ତ ।

author-image
Manoj Swain

ବର୍ଷାରେ ଭିଜି ଭିଜି 5ଟି ସଚିବଙ୍କୁ ପିଲାମାନେ ଜଣାଇଲେ ସ୍ବାଗତ । ବରଗଡ଼ ଜିଲ୍ଲାରେ ଝିପି ଝିପି ବର୍ଷା ସତ୍ତ୍ବେ ଫାଇବ ଟି ସଚିବଙ୍କ ଗସ୍ତ । ବର୍ଷା ଲାଗି ରହିଥିବା ବେଳେ ଆଜି ସଚିବ ହେଲିକପ୍ଟର ଯୋଗେ ଆସି ବରଗଡ଼ ଅତାବିରା ସରଣ୍ଡା ହାଇସ୍କୁଲ ପଡ଼ିଆରେ ଓହ୍ଲାଇଥିଲେ। ଆଉ ଭି.କେ ପାଣ୍ଡିଆନଙ୍କୁ ସ୍ବାଗତ ଜଣାଇବା ପାଇଁ ସେଠାରେ ଉପସ୍ଥିତ ଥିଲେ ସ୍କୁଲର ପିଲାମାନେ।

Advertisment
Odisha Bjp Vk Pandian