Advertisment

ଜିତିଲେ ଛାତ୍ରୀ, ହାରିଲା ପ୍ରଶାସନ

ହାତରେ କୋଦାଳ ଧରି ନାରା ବାଜି କରି ଆସୁଛନ୍ତି ୫୦ରୁ ଅଧିକ ଛାତ୍ରୀ। ପ୍ରତିଦିନ ଏହି କାଦୁଅ ରାସ୍ତା ଦେଇ ହଜାର ହଜାର ଛାତ୍ରଛାତ୍ରୀ ବଡ଼ପଡ଼ା ମହାବିଦ୍ୟାଳୟକୁ ଅଧୟନ କରିବାକୁ ଆସନ୍ତି। ପଡ଼ି ଖଣ୍ଡିଆ ଖବରା ହେବାର ବି ନଜିର ଅଛି।

author-image
Debendra Prusty

ହାତରେ କୋଦାଳ ଧରି ନାରା ବାଜି କରି ଆସୁଛନ୍ତି ୫୦ରୁ ଅଧିକ ଛାତ୍ରୀ। ପ୍ରତିଦିନ ଏହି କାଦୁଅ ରାସ୍ତା ଦେଇ ହଜାର ହଜାର ଛାତ୍ରଛାତ୍ରୀ ବଡ଼ପଡ଼ା ମହାବିଦ୍ୟାଳୟକୁ ଅଧୟନ କରିବାକୁ ଆସନ୍ତି। ପଡ଼ି ଖଣ୍ଡିଆ ଖବରା ହେବାର ବି ନଜିର ଅଛି। 

Advertisment
Odisha Dangerous Road Students