ହାତରେ କୋଦାଳ ଧରି ନାରା ବାଜି କରି ଆସୁଛନ୍ତି ୫୦ରୁ ଅଧିକ ଛାତ୍ରୀ। ପ୍ରତିଦିନ ଏହି କାଦୁଅ ରାସ୍ତା ଦେଇ ହଜାର ହଜାର ଛାତ୍ରଛାତ୍ରୀ ବଡ଼ପଡ଼ା ମହାବିଦ୍ୟାଳୟକୁ ଅଧୟନ କରିବାକୁ ଆସନ୍ତି। ପଡ଼ି ଖଣ୍ଡିଆ ଖବରା ହେବାର ବି ନଜିର ଅଛି।