Advertisment

ମାନିଲେନି କରୋନା କଟକଣା, ପେଟ୍ରୋଲ ପମ୍ପ ସିଲ କଲା ପ୍ରଶାସନ

ସୁବର୍ଣ୍ଣପୁର (ଓଡ଼ିଶା ରିପୋର୍ଟର): କରୋନା କଟକଣାକୁ ନମାନିବା ମହଙ୍ଗା ପଡିଲା। ସୁବର୍ଣ୍ଣପୁରର ଏକ ପେଟ୍ରୋଲ ପମ୍ପକୁ ସିଲ କରିବା ସହ ଫାଇନ ଆଦାୟ କରିଛି ଜିଲ୍ଲା ପ୍ରଶାସନ। ଜିଲ୍ଲାପାଳଙ୍କ ଅଫିସ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପକୁ କରୋନା ନିୟମ ଉଲଂଘନ ଲାଗି ସିଲ କରାଯାଇଛି । ପେଟ୍ରୋଲ ପମ୍ପ ଚାରିପଟେ ବାଉଁଶ ବାରିକେଡ କରାଯାଇଛି । ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପୂର୍ବରୁ ଗତକାଲି ଅମାନିଆ ୩ ବ୍ୟବସାୟୀ ପ୍ରତିଷ୍ଠାନ ସମେତ ଏକ ପେଟ୍ରୋଲ ପମ୍ପକୁ […]

author-image
Tapas Behera
ଅଦ୍ୟତନ ହୋଇଛି
ମାନିଲେନି କରୋନା କଟକଣା, ପେଟ୍ରୋଲ ପମ୍ପ ସିଲ କଲା ପ୍ରଶାସନ

ynm

ସୁବର୍ଣ୍ଣପୁର (ଓଡ଼ିଶା ରିପୋର୍ଟର): କରୋନା କଟକଣାକୁ ନମାନିବା ମହଙ୍ଗା ପଡିଲା। ସୁବର୍ଣ୍ଣପୁରରଏକ ପେଟ୍ରୋଲ ପମ୍ପକୁ ସିଲ କରିବା ସହ ଫାଇନ ଆଦାୟ କରିଛି ଜିଲ୍ଲା ପ୍ରଶାସନ।

Advertisment

ଜିଲ୍ଲାପାଳଙ୍କ ଅଫିସ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପକୁ କରୋନା ନିୟମ ଉଲଂଘନ ଲାଗି ସିଲ କରାଯାଇଛି । ପେଟ୍ରୋଲ ପମ୍ପ ଚାରିପଟେ ବାଉଁଶ ବାରିକେଡ କରାଯାଇଛି ।

ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପୂର୍ବରୁ ଗତକାଲି ଅମାନିଆ ୩ ବ୍ୟବସାୟୀ ପ୍ରତିଷ୍ଠାନ ସମେତ ଏକ ପେଟ୍ରୋଲ ପମ୍ପକୁ ୫୦ ହଜାର ଟଙ୍କା ଜରିମନା କରିଥିଲା ଜିଲ୍ଲାପ୍ରଶାସନ। ସଂକ୍ରମଣକୁ ଦୃଷ୍ଟିରେ ରଖି ଲୋକଙ୍କୁ ସାମାଜିକ ଦୂରତା ସମେତ ମାସ୍କ ପିନ୍ଧିବା ଲାଗି ବାଧ୍ୟ କରିଛି ଜିଲ୍ଲା ପ୍ରଶାସନ।

Advertisment