ଅଦ୍ୟତନ ହୋଇଛି
ynm
Advertisment
ସୁବର୍ଣ୍ଣପୁର (ଓଡ଼ିଶା ରିପୋର୍ଟର): କରୋନା କଟକଣାକୁ ନମାନିବା ମହଙ୍ଗା ପଡିଲା। ସୁବର୍ଣ୍ଣପୁରରଏକ ପେଟ୍ରୋଲ ପମ୍ପକୁ ସିଲ କରିବା ସହ ଫାଇନ ଆଦାୟ କରିଛି ଜିଲ୍ଲା ପ୍ରଶାସନ।
Advertisment
ଜିଲ୍ଲାପାଳଙ୍କ ଅଫିସ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପକୁ କରୋନା ନିୟମ ଉଲଂଘନ ଲାଗି ସିଲ କରାଯାଇଛି । ପେଟ୍ରୋଲ ପମ୍ପ ଚାରିପଟେ ବାଉଁଶ ବାରିକେଡ କରାଯାଇଛି ।
ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପୂର୍ବରୁ ଗତକାଲି ଅମାନିଆ ୩ ବ୍ୟବସାୟୀ ପ୍ରତିଷ୍ଠାନ ସମେତ ଏକ ପେଟ୍ରୋଲ ପମ୍ପକୁ ୫୦ ହଜାର ଟଙ୍କା ଜରିମନା କରିଥିଲା ଜିଲ୍ଲାପ୍ରଶାସନ। ସଂକ୍ରମଣକୁ ଦୃଷ୍ଟିରେ ରଖି ଲୋକଙ୍କୁ ସାମାଜିକ ଦୂରତା ସମେତ ମାସ୍କ ପିନ୍ଧିବା ଲାଗି ବାଧ୍ୟ କରିଛି ଜିଲ୍ଲା ପ୍ରଶାସନ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/03/ynm-6.jpg)