ବିଶ୍ୱ ଟାଏକ୍ୱୋଣ୍ଡୋ ପ୍ରତିଯୋଗିତାରେ ଭାଗନେବେ ସୁବର୍ଣ୍ଣପୁରର ୨ କ୍ରୀଡ଼ାବିତ

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ପୁଣି ବିଦେଶରେ କମାଲ କରିବେ ଦୁଇ ଓଡ଼ିଆ ଖେଳାଳି। ଆସନ୍ତା ଅକ୍ଟୋବର ୧ରୁ ୩ ତାରିଖ ପର୍ଯ୍ୟନ୍ତ ୟୁରୋପ ମହାଦେଶରେ ଆଲବେନିଆ ଠାରେ ଅନୁଷ୍ଠିତ ହେବାକୁଥିବା ଓପନ ବିଶ୍ୱ ଟାଏକ୍ୱୋଣ୍ଡୋ ଜି-୧ ଚାମ୍ପିୟନଶିପରେ ସୁବର୍ଣ୍ଣପୁର ଜିଲ୍ଲାର ଏହେସାସ ହୋତା ଏବଂ ଅନୁଷ୍କା ଦାଶ ଭାଗନେବାକୁ ମନୋନୀତ ହୋଇଛନ୍ତି। ଏହି ପ୍ରତିଯୋଗିତାରେ ୟୁରୋପ ଏବଂ ଏସିଆ ମହାଦେଶର ବଛା ବଛା ଖେଳାଳିମାନେ ନେବେ। ଆଉ ଏଭଳି ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଓଡିଶାର ଏହି ଦୁଇଜଣ ଖେଳାଳି […]

taekwondo

taekwondo

Ranjit Kumar Jena
  • Published: Thursday, 23 September 2021
  • Updated: 23 September 2021, 08:24 PM IST

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ପୁଣି ବିଦେଶରେ କମାଲ କରିବେ ଦୁଇ ଓଡ଼ିଆ ଖେଳାଳି। ଆସନ୍ତା ଅକ୍ଟୋବର ୧ରୁ ୩ ତାରିଖ ପର୍ଯ୍ୟନ୍ତ ୟୁରୋପ ମହାଦେଶରେ ଆଲବେନିଆ ଠାରେ ଅନୁଷ୍ଠିତ ହେବାକୁଥିବା ଓପନ ବିଶ୍ୱ ଟାଏକ୍ୱୋଣ୍ଡୋ ଜି-୧ ଚାମ୍ପିୟନଶିପରେ ସୁବର୍ଣ୍ଣପୁର ଜିଲ୍ଲାର ଏହେସାସ ହୋତା ଏବଂ ଅନୁଷ୍କା ଦାଶ ଭାଗନେବାକୁ ମନୋନୀତ ହୋଇଛନ୍ତି।

ଏହି ପ୍ରତିଯୋଗିତାରେ ୟୁରୋପ ଏବଂ ଏସିଆ ମହାଦେଶର ବଛା ବଛା ଖେଳାଳିମାନେ ନେବେ। ଆଉ ଏଭଳି ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଓଡିଶାର ଏହି ଦୁଇଜଣ ଖେଳାଳି ଭାରତୀୟ ଟିମରେ ସ୍ଥାନ ପାଇଛନ୍ତି। ଏହା ପୁର୍ବରୁ ଏହେସାସ ୨ଟି ଅନ୍ତର୍ଜାତୀୟ, ୨ଟି ଓପନ ବିଶ୍ୱ ଚାମ୍ପିୟନଶିପ, ୨ଟି ସର୍ବଭାରତୀୟ ୟୁନିଭର୍ସିଟି ସହିତ ଅନେକ ଜାତୀୟ ପ୍ରତିଯୋଗିତାରେ ଭାଗନେଇ ପଦକ ଜିତିସାରିଛନ୍ତି।

ସେହିଭଳି ଅନୁଷ୍କା ମଧ୍ୟ ଗୋଟିଏ ଅନ୍ତର୍ଜାତୀୟ, ୩ଟି ଜାତୀୟ ସହ ଅନେକ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗନେଇ ପଦକ ଜିଣିସାରିଛନ୍ତି। ଏଥର ମଧ୍ୟ ଉଭୟ କ୍ରୀଡାବିତଙ୍କୁ ଏହି ପ୍ରତିଯୋଗିତାରେ ସଫଳତା ମିଳିବ ବୋଲି ଆଶା କରାଯାଉଛି।

କ୍ରୀଡ଼ାବିତଙ୍କ ପାଇଁ ଓଡ଼ିଶା ଟାଏକ୍ୱୋଣ୍ଡୋ ସଂଘ ପୁରୀ ଏବଂ ଇଣ୍ଡିଆ ଟାଏକ୍ୱୋଣ୍ଡୋ ସଂଘ ପକ୍ଷରୁ ଉଭୟ ଖେଳାଳିଙ୍କ ପାଇଁ ସମସ୍ତ ସୁବୁଧା ସୁଯୋଗ ଯୋଗାଇ ଦିଆଯାଇଛି। ଆଜି ସ୍ଥାନୀୟ କସ୍ତୁରୀ ହୋଟେଲ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଟାଏକ୍ୱୋଣ୍ଡୋ ସଂଘର ସଂପାଦକ ଏହେସାସ ହୋତା ଏହି ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story