ଓଏସ୍‌ଡିଏର ଅଧ୍ୟକ୍ଷ ପଦରୁ ସୁବ୍ରତ ବାଗ୍‌ଚୀଙ୍କ ଇସ୍ତଫା

ଭୁବନେଶ୍ୱର: ଓଡ଼ିଶା ସ୍କିଲ୍‌ ଡେଭଲପ୍‌ମେଣ୍ଟ୍‌ ଅଥରିଟି (ଓଏସ୍‌ଡିଏ)ର ଅଧ୍ୟକ୍ଷ ପଦରୁ ସୁବ୍ରତ ବାଗ୍‌ଚୀ ଇସ୍ତଫା ଦେଇଛନ୍ତି। ଗତକାଲି ଟ୍ୱିଟ୍ କରି ସେ ଏ ସଂପର୍କରେ ସୂଚନା ଦେଇଥିଲେ। ମଲ୍‌ଟିନ୍ୟାସନାଲ୍‌ ଆଇଟି କମ୍ପାନୀ ‘ମାଇଣ୍ଡଟ୍ରି’ରେ ଦେଖାଦେଇଥିବା ସମସ୍ୟାର ସମାଧାନ ସହ କମ୍ପାନୀକୁ ଉଦ୍ଧାର କରିବା ଦର୍ଶାଇ ସେ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ଟ୍ୱିଟ୍‌ କରି ସେ କହିଛନ୍ତି,“ମୁଁ ନିଶ୍ଚିତ ଭାବରେ ‘ଟ୍ରି’କୁ ସେମାନଙ୍କ କବଳରୁ ରକ୍ଷା କରିବି ଯେଉଁମାନେ ବୁଲ୍‌ଡୋଜର୍‌ ଓ ଚେନ୍‌ ନେଇ ଏହାକୁ କାଟିବା […]

subrotobagchi1

subrotobagchi1

Rajalaxmi Sahu
  • Published: Monday, 18 March 2019
  • Updated: 18 March 2019, 11:53 AM IST

ଭୁବନେଶ୍ୱର: ଓଡ଼ିଶା ସ୍କିଲ୍‌ ଡେଭଲପ୍‌ମେଣ୍ଟ୍‌ ଅଥରିଟି (ଓଏସ୍‌ଡିଏ)ର ଅଧ୍ୟକ୍ଷ ପଦରୁ ସୁବ୍ରତ ବାଗ୍‌ଚୀ ଇସ୍ତଫା ଦେଇଛନ୍ତି। ଗତକାଲି ଟ୍ୱିଟ୍ କରି ସେ ଏ ସଂପର୍କରେ ସୂଚନା ଦେଇଥିଲେ।

ମଲ୍‌ଟିନ୍ୟାସନାଲ୍‌ ଆଇଟି କମ୍ପାନୀ ‘ମାଇଣ୍ଡଟ୍ରି’ରେ ଦେଖାଦେଇଥିବା ସମସ୍ୟାର ସମାଧାନ ସହ କମ୍ପାନୀକୁ ଉଦ୍ଧାର କରିବା ଦର୍ଶାଇ ସେ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି।

ଟ୍ୱିଟ୍‌ କରି ସେ କହିଛନ୍ତି,“ମୁଁ ନିଶ୍ଚିତ ଭାବରେ ‘ଟ୍ରି’କୁ ସେମାନଙ୍କ କବଳରୁ ରକ୍ଷା କରିବି ଯେଉଁମାନେ ବୁଲ୍‌ଡୋଜର୍‌ ଓ ଚେନ୍‌ ନେଇ ଏହାକୁ କାଟିବା ପାଇଁ ଆସିଛନ୍ତି। ସେମାନେ ଏହି ସ୍ଥାନରେ ସପିଂମଲ୍‌ କରିବା ପାଇଁ ଚାହୁଁଛନ୍ତି।”

୨୦୧୬  ମସିହାରେ ରାଜ୍ୟ ସରକାର ବାଗ୍‌ଚୀଙ୍କୁ ଓଏସ୍‌ଡିଏର ଚେୟାରମ୍ୟାନ୍‌ ଦାୟିତ୍ୱ ପ୍ରଦାନ କରିଥିଲେ। ବାଗ୍‌ଚୀଙ୍କୁ ରାଜ୍ୟ ସରକାର କ୍ୟାବିନେଟ୍‌ ପାହ୍ୟା ମଧ୍ୟ ପ୍ରଦାନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story