Advertisment

ଝିଅ ଖୁସି କରିଦେଲା..ପୁଅ ମନ ଜିଣିନେଲା

ଇଏ ଲୁହ ଖୁସିର ଲୁହ। ପୁଅର ସଫଳତା ପଛରେ ରହିଛି ମାଆଙ୍କ ଅକ୍ଲାନ୍ତ ପରିଶ୍ରମ। ପୁଅର ପାଠ ପଢ଼ିବା ପାଇଁ ଏ ମାଆ ଜଣଙ୍କ ଦିନରାତି ଏକ କରି ଦେଇଛନ୍ତି। ରାତିରାତି ଉଜାଗର ରହି ନିଜ ପିଲାକୁ ଆକଟ କରିଛନ୍ତି। ବାପା-ମାଆ ଦୁହେଁ ଦୁଃଖକଷ୍ଟରେ ଚଳି ବି ପିଲାର ଅଭାବ ପୂରଣ କରିଛନ୍ତି।

author-image
Debendra Prusty

ଇଏ ଲୁହ ଖୁସିର ଲୁହ। ପୁଅର ସଫଳତା ପଛରେ ରହିଛି ମାଆଙ୍କ ଅକ୍ଲାନ୍ତ ପରିଶ୍ରମ। ପୁଅର ପାଠ ପଢ଼ିବା ପାଇଁ  ଏ ମାଆ ଜଣଙ୍କ ଦିନରାତି ଏକ କରି ଦେଇଛନ୍ତି। ରାତିରାତି ଉଜାଗର ରହି ନିଜ ପିଲାକୁ ଆକଟ କରିଛନ୍ତି। ବାପା-ମାଆ ଦୁହେଁ ଦୁଃଖକଷ୍ଟରେ ଚଳି ବି ପିଲାର ଅଭାବ ପୂରଣ କରିଛନ୍ତି।

Advertisment
Odisha Matric Result Odisha Board Result