Advertisment

ସୁନ୍ଦରଗଡରେ ଜିଲ୍ଲା ମିଳିତ ଆଦିବାସୀ ମଞ୍ଚ ପକ୍ଷରୁ ଜେଲଭରୋ ଆନ୍ଦୋଳନ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ଗୋଚର ସରକାରୀ ଜଙ୍ଗଲ ଓ ଆଦିବାସୀଙ୍କ ଜମିକୁ ସରକାର ଶିଳ୍ପପତିଙ୍କ ହାତକୁ ଟେକିଦେଉଥିବା ଅଭିଯୋଗ କରି ଜିଲ୍ଲା ମିଳିତ ଆଦିବାସୀ ମଞ୍ଚ ପକ୍ଷରୁ ଜେଲଭରୋ ଆନ୍ଦୋଳନ ଡାକରା ଦେଇଛନ୍ତି। ବ୍ରାହ୍ମଣୀତରଙ୍ଗ ଥାନା ସରଙ୍ଗରେ ଏକ ଘରୋଇ କମ୍ପାନୀ ତିଆରି କରିଥିବା ପାଚେରୀ ଭାଙ୍ଗିଛନ୍ତି ମଞ୍ଚର ସଦସ୍ୟମାନେ। ଆଇନ୍ ଅମାନ୍ୟ ଅଭିଯୋଗରେ ପୋଲିସ ୨୦ଜଣ ଆନ୍ଦୋଳନକାରୀଙ୍କୁ ଗିରଫ କରିଛି। ବିଧାୟକ ଜର୍ଜ ତୀର୍କୀଙ୍କ ନେତୃତ୍ବରେ ଦିଆଯାଇଥିବା ଏହି ଆନ୍ଦୋଳନକୁ ପ୍ରତିହତ କରିବା ଲାଗି ରାଉରକେଲା […]

modixi

Advertisment

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ଗୋଚର ସରକାରୀ ଜଙ୍ଗଲ ଓ ଆଦିବାସୀଙ୍କ ଜମିକୁ ସରକାର ଶିଳ୍ପପତିଙ୍କ ହାତକୁ ଟେକିଦେଉଥିବା ଅଭିଯୋଗ କରି ଜିଲ୍ଲା ମିଳିତ ଆଦିବାସୀ ମଞ୍ଚ ପକ୍ଷରୁ ଜେଲଭରୋ ଆନ୍ଦୋଳନ ଡାକରା ଦେଇଛନ୍ତି। ବ୍ରାହ୍ମଣୀତରଙ୍ଗ ଥାନା ସରଙ୍ଗରେ ଏକ ଘରୋଇ କମ୍ପାନୀ ତିଆରି କରିଥିବା ପାଚେରୀ ଭାଙ୍ଗିଛନ୍ତି ମଞ୍ଚର ସଦସ୍ୟମାନେ। ଆଇନ୍ ଅମାନ୍ୟ ଅଭିଯୋଗରେ ପୋଲିସ ୨୦ଜଣ ଆନ୍ଦୋଳନକାରୀଙ୍କୁ ଗିରଫ କରିଛି। ବିଧାୟକ ଜର୍ଜ ତୀର୍କୀଙ୍କ ନେତୃତ୍ବରେ ଦିଆଯାଇଥିବା ଏହି ଆନ୍ଦୋଳନକୁ ପ୍ରତିହତ କରିବା ଲାଗି ରାଉରକେଲା ବେଦବ୍ୟାସରେ ୧୪୪ ଧାରା ଜାରି କରାଯାଇଥିବାବେଳେ ୧୫ ପ୍ଲାଟୁନ୍ ଫେ।ର୍ସ ନିୟୋଜିତ ହୋଇଛନ୍ତି। ବେଦବ୍ୟାସ ଛକଠାରୁ ୧୦ କିଲୋମିଟର ପର୍ଯ୍ୟନ୍ତ ଏହି ୧୪୪ ଧାରା ଜାରି କରାଯାଇଛି। ସେଠାରେ ଏବେ ଚାପା ଉତ୍ତେଜନା ଲାଗି ରହିଛି।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe