କୋହଲା ପାଗରେ ଜମିଲା ପଥୋତ୍ସବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ସକାଳୁ ସକାଳୁ କୋହଲା ପାଗ ସାଙ୍ଗରେ ଜମିଛି ପଥୋତ୍ସବ। ରାଜଧାନୀରେ ମୋ ସାଇକେଲ୍‌ରେ ଶୀତୁଆ ସକାଳର ମଜା ନେଇଛନ୍ତି ଅନେକ। କିଏ ଥ୍ରୀ-ଡି ଚିତ୍ର ଆଙ୍କିଛି ତ କିଏ ଗୀତ ଶୁଣି ଝୁମିଛି। ତାହେଲେ ଆସନ୍ତୁ ଆଜି ପଥୋତ୍ସବର କିଛି ଫଟୋ ଦେଖିବା ଯାହା କ୍ୟାମେରାରେ କଏଦ କରିଛନ୍ତି ରାକେଶ ରାଉଳ।

6n

Mihir Pattnayak
  • Published: Sunday, 16 December 2018
  • , Updated: 16 December 2018, 07:36 PM IST

Related story