ନାବାଳକକୁ ନିର୍ଯାତନା ଦେଇ ଏସଆଇ ନିଲମ୍ବିତ

ରାଉରକେଲା ( ଓଡ଼ିଶା ରିପୋର୍ଟର)୨୦୨୦ ମସିହା ଡିସେମ୍ବର ୨୬ ତାରିଖରେ ରାଉରକେଲା ଉଦିତନଗର ଥାନାରେ ଜଣେ ନାବାଳକକୁ  ନିର୍ଯାତନା ଦେବା ଘଟଣାରେ ଏସଆଇ ନିଲମ୍ବିତ।  ମୋବାଇଲ ଚୋରି ଅଭିଯୋଗରେ ଥାନାକୁ ଆଣି  ନିବାଳକକୁ ନିର୍ଯାତନା ଦେବା ଅଭିଯୋଗରେ ସବ ଇନ୍‌ସ୍ପେକ୍ଟର ମାନସ ରଞ୍ଜନ ନାୟକଙ୍କୁ ନିଲମ୍ବିତ କରିଛନ୍ତି ଏସ୍ପି ।  ପରିବାର ଲୋକଙ୍କ ଅଭିଯୋଗ କ୍ରମେ ରାଜ୍ୟ ମାନବ ଅଧିକାର ଆୟୋଗ ଏହି ମାମଲାର ତଦନ୍ତ କରୁଥିଲେ । ଏ ବାବଦରେ ଥାନାର ଅନ୍ୟ ତିନିଜଣ କର୍ମଚାରୀଙ୍କୁ […]

iop

iop

Tapas Behera
  • Published: Wednesday, 17 February 2021
  • Updated: 17 February 2021, 01:22 PM IST

ରାଉରକେଲା ( ଓଡ଼ିଶା ରିପୋର୍ଟର)୨୦୨୦ ମସିହା ଡିସେମ୍ବର ୨୬ ତାରିଖରେ ରାଉରକେଲା ଉଦିତନଗର ଥାନାରେ ଜଣେ ନାବାଳକକୁ  ନିର୍ଯାତନା ଦେବା ଘଟଣାରେ ଏସଆଇ ନିଲମ୍ବିତ।  ମୋବାଇଲ ଚୋରି ଅଭିଯୋଗରେ ଥାନାକୁ ଆଣି  ନିବାଳକକୁ ନିର୍ଯାତନା ଦେବା ଅଭିଯୋଗରେ ସବ ଇନ୍‌ସ୍ପେକ୍ଟର ମାନସ ରଞ୍ଜନ ନାୟକଙ୍କୁ ନିଲମ୍ବିତ କରିଛନ୍ତି ଏସ୍ପି ।  ପରିବାର ଲୋକଙ୍କ ଅଭିଯୋଗ କ୍ରମେ ରାଜ୍ୟ ମାନବ ଅଧିକାର ଆୟୋଗ ଏହି ମାମଲାର ତଦନ୍ତ କରୁଥିଲେ । ଏ ବାବଦରେ ଥାନାର ଅନ୍ୟ ତିନିଜଣ କର୍ମଚାରୀଙ୍କୁ HRPC ସମନ କରିଥିବା ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story