Advertisment

ଧରାପଡ଼ିଲା ରେଳବାଇ କର୍ମଚାରୀଙ୍କ ହତ୍ୟାକାରୀ

ରାଉରକେଲା (ଓଡ଼ିଶା ରିପୋର୍ଟର): ଶେଷରେ ଧରାପଡ଼ିଲା ରେଳବାଇ କର୍ମଚାରୀ ଜିତେନ୍ଦ୍ର ରକ୍ସାଙ୍କ ହତ୍ୟାକାରୀ। ଗତ ବର୍ଷ ଡିସେମ୍ବର ୧୯ ତାରିଖରେ ବନ୍ଧମୁଣ୍ଡା ଥାନା ମିଲନ ନଗର ନିକଟରେ ରେଳବାଇ କର୍ମଚାରୀ ଜିତେନ୍ଦ୍ର ରକ୍ସାଙ୍କୁ ପଥରରେ ଛେଚି ହତ୍ୟା କରିବା ଘଟଣାରେ ବନ୍ଧମୁଣ୍ଡା ପୁଲିସ ଜିତେନ୍ଦ୍ରଙ୍କ ଦୁଇ ବନ୍ଧୁଙ୍କୁ ଗିରଫ କରିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଥିବା ବେଳେ ପୁଲିସ ହତ୍ୟାକାଣ୍ଡର ଅନ୍ୟ କେତେକ ଦିଗର ଅନୁସନ୍ଧାନ କରିଛନ୍ତି। […]

ଧରାପଡ଼ିଲା ରେଳବାଇ କର୍ମଚାରୀଙ୍କ ହତ୍ୟାକାରୀ

rourkela

Advertisment

ରାଉରକେଲା (ଓଡ଼ିଶା ରିପୋର୍ଟର): ଶେଷରେ ଧରାପଡ଼ିଲା ରେଳବାଇ କର୍ମଚାରୀ ଜିତେନ୍ଦ୍ର ରକ୍ସାଙ୍କ ହତ୍ୟାକାରୀ। ଗତ ବର୍ଷ ଡିସେମ୍ବର ୧୯ ତାରିଖରେ ବନ୍ଧମୁଣ୍ଡା ଥାନା ମିଲନ ନଗର ନିକଟରେ ରେଳବାଇ କର୍ମଚାରୀ ଜିତେନ୍ଦ୍ର ରକ୍ସାଙ୍କୁ ପଥରରେ ଛେଚି ହତ୍ୟା କରିବା ଘଟଣାରେ ବନ୍ଧମୁଣ୍ଡା ପୁଲିସ ଜିତେନ୍ଦ୍ରଙ୍କ ଦୁଇ ବନ୍ଧୁଙ୍କୁ ଗିରଫ କରିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଥିବା ବେଳେ ପୁଲିସ ହତ୍ୟାକାଣ୍ଡର ଅନ୍ୟ କେତେକ ଦିଗର ଅନୁସନ୍ଧାନ କରିଛନ୍ତି।

Advertisment

ସୂଚନାଯୋଗ୍ୟ, ଗତ ଡିସେମ୍ବର ୧୯ ତାରିଖରେ ଜିତେନ୍ଦ୍ରଙ୍କୁ ପଥରରେ ଛେଚି ଅତି ବିଭତ୍ସ ଭାବେ ହତ୍ୟା କରାଯାଇଥିଲା। ବନ୍ଧମୁଣ୍ଡା ଥାନା ମିଲନନଗର ନିକଟ ରାସ୍ତାକଡ଼ରେ ସକାଳୁ ଜିତେନ୍ଦ୍ରଙ୍କ ମୃତଦେହର ପଡ଼ିଥିବା ସ୍ଥାନୀୟ ଲୋକ ଦେଖିଥିଲେ। ମୃତଦେହ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ପାଖରେ ଏକ ରକ୍ତ ଲାଗିଥିବା ପଥର ପଡ଼ି ରହିଥିଲା। ସେତେବେଳେ ମୃତକଙ୍କ ପରିଚୟ ମିଳିପାରିନଥିଲା। ଏହା ପରଠାରୁ ପୁଲିସ୍ ହତ୍ୟାକାରୀକୁ ଖୋଜିବା ଆରମ୍ଭ କରିଦେଇଥିଲା। ଶେଷ ଆଜି ହତ୍ୟାକାରୀ ଗିରଫ ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe