ଲଲିତା ମାଉସୀଙ୍କ ବାଡିରେ ଜାପାନୀ ଆମ୍ବ, ଦାମ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ

ରାଉରକେଲା (ଓଡ଼ିଶା ରିପୋର୍ଟର) ଆମ୍ବ ତ ଆମ୍ବ ପୁଣି ଟଙ୍କେ କି ଦୁଇ ଟଙ୍କା ନୁହେଁ। ଲକ୍ଷାଧିକ ଟଙ୍କାର ଆମ୍ବ । ପୁଣି ଏ ଆମ୍ବ ଫଳିଛି ଜଣେ ଲୋକଙ୍କ ବାଡିରେ । ଚାରୋଟି ଆମ୍ବ ଫଳିଛି ଏଇ ବର୍ଷ । ଆଉ  ସେ ଆମ୍ବର ନା ହେଉଛି ଜାପାନି ମିୟାଜାକି । ଜାପାନ ଦେଶର ଏକ ସହରର ନାମ ହେଉଛି ମିୟାଜାକି । ଆଉ  ଏହାର ଦାମ କେଜି ପିଛା ୨ ଲକ୍ଷ ୫୦ ହଜାରୁ […]

790

790

Tapas Behera
  • Published: Monday, 05 July 2021
  • Updated: 05 July 2021, 06:50 PM IST

Sports

Latest News

ରାଉରକେଲା (ଓଡ଼ିଶା ରିପୋର୍ଟର) ଆମ୍ବ ତ ଆମ୍ବ ପୁଣି ଟଙ୍କେ କି ଦୁଇ ଟଙ୍କା ନୁହେଁ। ଲକ୍ଷାଧିକ ଟଙ୍କାର ଆମ୍ବ । ପୁଣି ଏ ଆମ୍ବ ଫଳିଛି ଜଣେ ଲୋକଙ୍କ ବାଡିରେ । ଚାରୋଟି ଆମ୍ବ ଫଳିଛି ଏଇ ବର୍ଷ । ଆଉ  ସେ ଆମ୍ବର ନା ହେଉଛି ଜାପାନି ମିୟାଜାକି । ଜାପାନ ଦେଶର ଏକ ସହରର ନାମ ହେଉଛି ମିୟାଜାକି । ଆଉ  ଏହାର ଦାମ କେଜି ପିଛା ୨ ଲକ୍ଷ ୫୦ ହଜାରୁ ବେଶୀ ବୋଲି ଆଲୋଚନା ହେଉଛି।  ସେର ଦୁଇ ସି ବ୍ଳକର ଲଳିତା ପଣ୍ଡାଙ୍କ ଘରେ ଫଳିଛି ଏ ଆମ୍ବ । କେବଳ ଆମ୍ବ ନୁହେଁ ତାଙ୍କ ଘର ଏବେ ଦେଶ ବିଦେଶରେ ୫୦ ରୁ ବେଶି ଫଳ, ଫୁଳ ଗଛ ମଧ୍ୟ ରହିଛି ।

ସବୁଆଡେ ଆମ୍ବ ର ରଙ୍ଗ ହଳଦିଆ ବା ଶାଗୁଆ ବା ସାମାନ୍ୟ ଲାଲ ରଙ୍ଗର ହୋଇଥାଏ।  କିନ୍ତୁ ଏହି ମିୟାଜାକି ଆମ୍ବର ରଙ୍ଗ ସମ୍ପୂର୍ଣ୍ଣ ଭାବେ ଲାଲ । ପୁଣି ଏ ଆମ୍ବ ଲଲିତା ମାଉସୀଙ୍କ ବାଡିରେ କୁଣ୍ଡ ରେ ଫଳିଛି।  ମିୟାଜାକି ଆମ୍ବ ଗଛ ଦୁଇଟି ରହିଛି ତାଙ୍କ ବାଡିରେ । ତା ସହିତ ବ୍ଳାକ ଷ୍ଟୋନ ଆମ୍ବ ଗଛ, ରାଜା, ପୂର୍ଷା ସୁରିଆ ଆମ୍ବ ଗଛ ମଧ୍ୟ ରହିଛି ତାଙ୍କ ବାଡିରେ । ମିୟାଜାକି ଆମ୍ବର ମୁଲ୍ୟ ଜାପାନରେ ଖୁବ୍‌ ବେଶୀ ବୋଲି ଲଲିତା ମାଉସୀ କୁହନ୍ତି । ଭାରତରେ ଏ ଆମ୍ବ ଏତେଟା ନାହିଁ। ତେଣୁ ଏଠି ଏହାର ଚାହିଦା ସେତେଟା ନାହିଁ । ଆମ୍ବର ବାସ୍ନା ଏମିତି ଯେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।  ଏବେ ଏହି ଆମ୍ବକୁ ନେଇ ସହର ସାରା ଚର୍ଚ୍ଚା । ଲଲିତା ପଣ୍ଡା ଓ ତାଙ୍କ ପୁଅ ବିକାଶ ଏହି ବଗିଚାକୁ ନିଜର ପରିବାର ଭଳି ବଢ଼ାଇଛନ୍ତି । ମିୟାଜାକି ଆମ୍ବର ସୁଆଦ ଯେମିତି ବାସ୍ନା ମଧ୍ୟ ଢ଼େର ଅଧିକ। ଏଥିରେ ପ୍ରଚୁର ପରିମାଣର ଭିଟାମିନ ଓ ମିନେରାଲ ଥିବା କୁହାଯାଉଛି ।
https://youtu.be/_FJzWb966-g

ଲଲିତ ମାଉସୀଙ୍କ ବଗିଚାରେ କେବଳ ଆମ୍ବ ଗଛ ଅଛି ତା ନୁହେଁ, ସତେ ଯେମିତି ଏକ ଛୋଟ ନର୍ସରି ହୋଇଛି । ଦେଶ ବିଦେଶର ୫୦ରୁ ବେଶୀ ଫଳ, ଫୁଲ ଭଳି ଗଛ ଲାଗିଛି । ତା ସହିତ ଲଭ ବାର୍ଡ, ବଜ୍ରି ଚଢ଼େଇ,ପ୍ଳାଉର ହମ ଭଳି ଚଢ଼େଇ ମଧ୍ୟ ଘରର ଶୋଭା ବଢ଼ାଉଛନ୍ତି । ତା ସହିତ ଦେଶୀ ଓ ଆନ୍ଧ୍ର ପ୍ରଦେଶର ଭେରାଇଟି କୁକୁଡା ମଧ୍ୟ ରଖିଛନ୍ତି । ତା ସହିତ ଘରେ ଆକ୍ୟୁରିୟମରେ ମଧ୍ୟ ଭଳିକି ଭଳି ମାଛ ମଧ୍ୟ ରହିଛି।  ମାଛ, କୁକୁର, ଠେକୁଆ ଭଳି ଏମିତି ବହୁତ କିଛି ଅଛନ୍ତି।  ଆପଣଙ୍କୁ କିଛି ସମୟ ପାଇଁ ଲାଗିବ ସତେ ଯେମିତି ଏହା ଏକ ଚିଡିଆଖାନା ହୋଇଥିବ । ବିକାଶ ରେଳବାଇରେ ଜଣେ କର୍ମଚାରୀ ଭାବେ କାମ କରନ୍ତି । କିନ୍ତୁ ମାଆ ପୁଅଙ୍କ ନିଶା ଗଛ ଲତା, ପଶୁ ପକ୍ଷୀଙ୍କୁ ଭଲ ପାଇବା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story