Advertisment

ଅଦରକାରୀ ଜିନିଷରେ ନନ୍ଦିଘୋଷ ରଥ ତିଆରି କରିଛନ୍ତି ପ୍ରୋନିତ

ରାଉରକେଲା (ଓଡ଼ିଶା ରିପୋର୍ଟର): ରାଉରକେଲା ଝିରପାଣି ଗାଁରେ ରହୁଥିବା ଅଷ୍ଟମ ଶ୍ରେଣୀର ଛାତ୍ର ପ୍ରୋନିତ ପଣ୍ଡା ଅଦରକାରୀ ଜିନିଷରେ ତିଆରି କରିଛନ୍ତି ନନ୍ଦିଘୋଷ ରଥ । ରଥ ଉପରେ ମହାପ୍ରଭୁ ଜଗନ୍ନାଥ ମଧ୍ୟ ବିରାଜମାନ କରିଛନ୍ତି। ଏହି ରଥକୁ ତିଆରି କରିବା ପାଇଁ ପ୍ରୋନିତଙ୍କୁ ଲାଗିଛି ୨୦ ଦିନ ସମୟ । ପରିବାର ଲୋକେ ମଧ୍ୟ ଏଥିପାଇଁ ତାଙ୍କୁ ପ୍ରେରଣା ଦେଇଛନ୍ତି । ସୋଲ, ଚକଲେଟ ଜରି, କାଠି ଆଦି ଜିନିଷରେ ସେ ଏହି ରଥ ତିଆରି […]

ଅଦରକାରୀ ଜିନିଷରେ ନନ୍ଦିଘୋଷ ରଥ ତିଆରି କରିଛନ୍ତି ପ୍ରୋନିତ

690

Advertisment

ରାଉରକେଲା (ଓଡ଼ିଶା ରିପୋର୍ଟର): ରାଉରକେଲା ଝିରପାଣି ଗାଁରେ ରହୁଥିବା ଅଷ୍ଟମ ଶ୍ରେଣୀର ଛାତ୍ର ପ୍ରୋନିତ ପଣ୍ଡା ଅଦରକାରୀ ଜିନିଷରେ ତିଆରି କରିଛନ୍ତି ନନ୍ଦିଘୋଷ ରଥ । ରଥ ଉପରେ ମହାପ୍ରଭୁ ଜଗନ୍ନାଥ ମଧ୍ୟ ବିରାଜମାନ କରିଛନ୍ତି।

Advertisment

ଏହି ରଥକୁ ତିଆରି କରିବା ପାଇଁ ପ୍ରୋନିତଙ୍କୁ ଲାଗିଛି ୨୦ ଦିନ ସମୟ । ପରିବାର ଲୋକେ ମଧ୍ୟ ଏଥିପାଇଁ ତାଙ୍କୁ ପ୍ରେରଣା ଦେଇଛନ୍ତି । ସୋଲ, ଚକଲେଟ ଜରି, କାଠି ଆଦି ଜିନିଷରେ ସେ ଏହି ରଥ ତିଆରି କରିଛନ୍ତି।

ଛାତ୍ର ପ୍ରୋନିତ କହିଛନ୍ତି ଯେ, ଛୋଟବେଳୁ ମୁଁ ଜଗନ୍ନାଥଙ୍କୁ ବହୁତ ଭଲ ପାଏ। ତାଙ୍କ ପ୍ରତି ଛୋଟବେଳୁ ମୋର ଗୋଟିଏ ଆଗ୍ରହ ରହି ଆସିଛି। ଆମର ଜିରପାଣି ମନ୍ଦିର ସେବାୟତଙ୍କଠାରୁ ଅନେକ କିଛି ଶିଖିବାକୁ ପାଇଛି। ଏହି ରଥଟିକୁ ତିଆରି କରିବାରେ ମତେ ୨୦ ଦିନ ଲାଗିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe