୧୦ ଘଣ୍ଟା ପରେ ଜଳିଲା କରୋନା ଆକ୍ରାନ୍ତଙ୍କ ଶବ  

ସୁନ୍ଦରଗଡ଼(ଓଡ଼ିଶା ରିପୋର୍ଟର): କୋଭିଡରେ ମୃତ୍ୟୁ ପରେ ୧୦ ଘଣ୍ଟା ପରେ ଜଳିଲା ଶବ । କେବଳ ପ୍ରଶାସନିକ ଅବହେଳା ଯୋଗୁଁ ଏପରି ଅଭଵନୀୟ ଘଟଣା ଘଟିଛି। ସୁନ୍ଦରଗଡ଼ ସହରରୁ ଏହି ଅଭିଯୋଗ ଆସିଛି। ଗତକାଲି ରାତିରେ ସୁନ୍ଦରଗଡ଼ କୋଭିଡ କେୟାର ସେଣ୍ଟରରେ ଜଣେ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିଲା । ମୃତ ଦେହକୁ ସତ୍କାର ପାଇଁ ମଶାଣୀ ବନ୍ଧୁ ସୂଚନା ଦେଲା ପରେ ସେମାନେ ସକାଳ ୭ଟା ବେଳେ ମଶାଣୀରେ ପହଞ୍ଚି ଯାଇଥିଲେ । କାଠ ଏଵଂ […]

8nb

8nb

Tapas Behera
  • Published: Wednesday, 21 April 2021
  • Updated: 21 April 2021, 06:31 PM IST

Sports

Latest News

ସୁନ୍ଦରଗଡ଼(ଓଡ଼ିଶା ରିପୋର୍ଟର): କୋଭିଡରେ ମୃତ୍ୟୁ ପରେ ୧୦ ଘଣ୍ଟା ପରେ ଜଳିଲା ଶବ । କେବଳ ପ୍ରଶାସନିକ ଅବହେଳା ଯୋଗୁଁ ଏପରି ଅଭଵନୀୟ ଘଟଣା ଘଟିଛି। ସୁନ୍ଦରଗଡ଼ ସହରରୁ ଏହି ଅଭିଯୋଗ ଆସିଛି। ଗତକାଲି ରାତିରେ ସୁନ୍ଦରଗଡ଼ କୋଭିଡ କେୟାର ସେଣ୍ଟରରେ ଜଣେ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିଲା ।

ମୃତ ଦେହକୁ ସତ୍କାର ପାଇଁ ମଶାଣୀ ବନ୍ଧୁ ସୂଚନା ଦେଲା ପରେ ସେମାନେ ସକାଳ ୭ଟା ବେଳେ ମଶାଣୀରେ ପହଞ୍ଚି ଯାଇଥିଲେ । କାଠ ଏଵଂ ପିପିଇ କିଟ ପୌର ପାଳିକା ଦେଲା ପରେ ଶବ ସତ୍କାର କରାଯାଇଥାନ୍ତା ।

କିନ୍ତୁ ପୌର ନିର୍ବାହୀ ଅଧିକାରୀ ଏବଂ ଅନ୍ୟ କର୍ମଚାରୀ କାହାରି ସହିତ ଯୋଗାଯୋଗ ହୋଇପାରିଲା ନାହିଁ । ଅନ୍ୟପଟେ ଶବ ଆସି ମଶାଣୀ ରେ ପହଞ୍ଚି ଯାଇଥିଲା । ଦୀର୍ଘ ଦୁଇ ଘଣ୍ଟା ଅପେକ୍ଷା ପରେ ମଶାଣୀ ବନ୍ଧୁ ମାନେ ନିଜ ଖର୍ଚ୍ଚରେ କାଠ ଏବଂ ପିପିଇ କିଟ ଆଣି ଶବ ସତ୍କାର କରିଥିଲେ । ମୃତ୍ୟୁର ଦୀର୍ଘ ୧୦  ଘଣ୍ଟା ପରେ ଶବ ସତ୍କାର ହୋଇଥିଲା।  କେବଳ ପୌର ପାଳିକା ଏବଂ ଅଧିକାରୀଙ୍କ ଅବହେଳା ଯୋଗୁଁ ଆଜି ଏ ପ୍ରକାର ଅବ୍ୟବସ୍ଥା ଘଟିଲା ବୋଲି ଅଭିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story