ଗ୍ୟାସ ଟାଙ୍କି ଫାଟି ୩ ଆହତ

ରାଉରକେଲା (ସତ୍ୟାନନ୍ଦ ମହାନ୍ତି) ରାଉରକେଲା ସାତ ନମ୍ବର ଥାନା ଅନ୍ତର୍ଗତ ୫ ନମ୍ବର ସେକ୍ଟର ସ୍ଥିତ କବି ସମ୍ରାଟ ପାଲ୍ଲୀରେ ରୋସେଇ ଗ୍ୟାସ ଟାଙ୍କି ଫାଟି ନିଆଁ ଲାଗି ଯିବାରୁ ୩ ଜଣ ଆହତ ହୋଇଛନ୍ତି। ଏଥିସହ ଘରର ଅସବାଵ ପତ୍ର ପୋଡି ଯାଇଛି । ଆହତଙ୍କ ମଧ୍ୟରେ ଘର ମାଲିକ ତାଙ୍କ ପତ୍ନୀ ଏବଂ ପୁଅ ଅଛନ୍ତି । ନିଆଁ ଲାଗିବା ପରେ ସ୍ଥାନୀୟ ଲୋକ ମାନେ ନିଆଁ ଲିଭାଇବାକୁ ଉଦ୍ୟମ କରିଥଲେ । କିନ୍ତୁ […]

7bn

7bn

Tapas Behera
  • Published: Monday, 04 May 2020
  • Updated: 04 May 2020, 04:09 PM IST

Sports

Latest News

ରାଉରକେଲା (ସତ୍ୟାନନ୍ଦ ମହାନ୍ତି) ରାଉରକେଲା ସାତ ନମ୍ବର ଥାନା ଅନ୍ତର୍ଗତ ୫ ନମ୍ବର ସେକ୍ଟର ସ୍ଥିତ କବି ସମ୍ରାଟ ପାଲ୍ଲୀରେ ରୋସେଇ ଗ୍ୟାସ ଟାଙ୍କି ଫାଟି ନିଆଁ ଲାଗି ଯିବାରୁ ୩ ଜଣ ଆହତ ହୋଇଛନ୍ତି। ଏଥିସହ ଘରର ଅସବାଵ ପତ୍ର ପୋଡି ଯାଇଛି । ଆହତଙ୍କ ମଧ୍ୟରେ ଘର ମାଲିକ ତାଙ୍କ ପତ୍ନୀ ଏବଂ ପୁଅ ଅଛନ୍ତି । ନିଆଁ ଲାଗିବା ପରେ ସ୍ଥାନୀୟ ଲୋକ ମାନେ ନିଆଁ ଲିଭାଇବାକୁ ଉଦ୍ୟମ କରିଥଲେ । କିନ୍ତୁ ସେତେବେଳକୁ ଘର ମାଲିକ ଅଯୋଧ୍ୟା ସାହୁ ତାଙ୍କ ପତ୍ନୀ ରିତାଞ୍ଜଳି ସାହୁ ଏବଂ ଦଶ ବର୍ଷ ର ପୁଅ ନିଆଁ ର ପ୍ରଭାବରେ ଆହତ ହୋଇଥିଲେ । ଆହତଙ୍କୁ ସଂଗେ ସଂଗେ IGH କୁ ଚିକିତ୍ସା ଲାଗି ପଠା ଯାଇଛି । ଘଟଣା ସ୍ଥଳରେ ଫାୟାର ବ୍ରିଗେଡ଼ ଟିମ ପହଞ୍ଚି ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିଛନ୍ତି । ପୁଲିସ ଘଟଣାର ତଦନ୍ତ କରୁଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story