Advertisment

ସ୍ୱାଭିମାନ ଅଞ୍ଚଳରେ ସୁପର ଷ୍ଟାର ଆଲୁ ଅର୍ଜୁନ

ମାଲକାନଗିରି ସ୍ୱାଭିମାନ ଅଞ୍ଚଳର ପାଦଦେଶକୁ ଲାଗିଥିବା ତଥା ଅନ୍ଧ୍ରପ୍ରଦେଶ ସୀମାରେ ଥିବା ତରାବୁରେ ପୁଷ୍ପାର ପାର୍ଟ-୨ ସୁଟିଂ ଆରମ୍ଭ ହୋଇଛି। ପୁଷ୍ପା ଫିଲ୍ମ ନିର୍ମାତା ସଂସ୍ଥାର ପୂରା ଟିମ୍ ତରାବୁ ଜଳ ପ୍ରପାତରେ ପହଞ୍ଚି ସୁଟିଂ କରିଛନ୍ତି।

Advertisment

ମାଲକାନଗିରି ସ୍ୱାଭିମାନ ଅଞ୍ଚଳର ପାଦଦେଶକୁ ଲାଗିଥିବା ତଥା ଅନ୍ଧ୍ରପ୍ରଦେଶ ସୀମାରେ ଥିବା ତରାବୁରେ ପୁଷ୍ପାର ପାର୍ଟ-୨ ସୁଟିଂ ଆରମ୍ଭ ହୋଇଛି। ପୁଷ୍ପା ଫିଲ୍ମ ନିର୍ମାତା ସଂସ୍ଥାର ପୂରା ଟିମ୍ ତରାବୁ ଜଳ ପ୍ରପାତରେ ପହଞ୍ଚି ସୁଟିଂ କରିଛନ୍ତି। ସୂଚନା ଥାଉକି, ପ୍ରାୟ ୩୫୦ କୋଟି ଟଙ୍କା ବଜେଟ ଖର୍ଚ୍ଚରେ ଏହି ଫିଲ୍ମ ନିର୍ମାଣ ହେଉଛି। ଫିଲ୍ମ ପାଇଁ ଆଲୁ ଅର୍ଜୁନ ପ୍ରାୟ ଶହେ କୋଟି ଟଙ୍କା ନେଉଥିବା ଜଣାପଡ଼ିଛି।

Advertisment
Odisha Allu Arjun
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe