ହାତ ହଲାଇ ନାଚିଲେ ସୁର | Odisha Reporter
Advertisment
ଭୁବନେଶ୍ୱର କଂଗ୍ରେସ ଭବନ ଆଗରେ ନାଚିଲେ ସୁର। କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଭୋଟ ଗଣତି ଚାଲିଥିବା ବେଳେ କଂଗ୍ରେସ ଆଗୁଆ ରହିଛି। ସେନେଇ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ନାଚୁଥିବାର ଦେଖିବାକୁ ମିଳିଛି।