Advertisment

ଏପଟେ କନିଷ୍ଠ ଯନ୍ତ୍ରୀ, ସେପଟେ ସରପଞ୍ଚ - ମଝିରେ ସୂର୍ଯ୍ୟବଂଶୀ

ଭଦ୍ରକ ଧାମନଗର ନିର୍ବାଚନମଣ୍ଡଳୀର ଦୋବଲ ପଞ୍ଚାୟତରେ ଚାଲିଛି ଶୀତଳ ଯୁଦ୍ଧ। କନିଷ୍ଠ ଯନ୍ତ୍ରୀଙ୍କୁ ମାଡ଼ମରା ଘଟଣାରେ ଧାମନଗର ବ୍ଲକ କର୍ମଚାରୀ ମିଳିତ ଭାବେ କଲମଛାଡ଼ ଆନ୍ଦୋଳନରେ ଧାରଣାରେ ବସିଛନ୍ତି। ଗତ ମେ ୨୬ ତାରିଖ ଘଟଣାରେ ପୁଲିସ କାର୍ଯ୍ୟାକଳାପକୁ ନେଇ ବିଜେପି କର୍ମୀ ବର୍ଷିଛନ୍ତି।

author-image
Debendra Prusty

ଭଦ୍ରକ ଧାମନଗର ନିର୍ବାଚନମଣ୍ଡଳୀର  ଦୋବଲ ପଞ୍ଚାୟତରେ ଚାଲିଛି ଶୀତଳ ଯୁଦ୍ଧ। କନିଷ୍ଠ ଯନ୍ତ୍ରୀଙ୍କୁ ମାଡ଼ମରା ଘଟଣାରେ ଧାମନଗର ବ୍ଲକ କର୍ମଚାରୀ ମିଳିତ ଭାବେ କଲମଛାଡ଼ ଆନ୍ଦୋଳନରେ ଧାରଣାରେ ବସିଛନ୍ତି। ଗତ ମେ ୨୬ ତାରିଖ ଘଟଣାରେ ପୁଲିସ କାର୍ଯ୍ୟାକଳାପକୁ ନେଇ ବିଜେପି କର୍ମୀ ବର୍ଷିଛନ୍ତି।

Advertisment
Bjp Dhamnagar Odisha