Advertisment

ସୁଶାନ୍ତ ଆସୁନାହାଁନ୍ତି, ବବି ସେତେ ଯାଉନାହାଁନ୍ତି!

ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ପ୍ରଚାର ସେତେ ଜୋରଦାର ହେଉଛି। ସବୁ ରାଜନୈତିକ ଦଳ ସେମାନଙ୍କ ନିଜ ନିଜ ଶୈଳୀରେ ପ୍ରଚାର କରୁଛନ୍ତି। ବିଜେଡି ତରଫରୁ ମଧ୍ୟ ଦଳର ବରିଷ୍ଠ ନେତାମାନେ ପ୍ରଚାର କରୁଛନ୍ତି। ହେଲେ ବିଜେଡିର ପ୍ରଚାର ମୈଦାନରେ ଧାମନଗର ଏବଂ ପଦ୍ମପୁର ଭଳି ଏତେ ଭିଡ଼ ଦେଖିବାକୁ ମିଳୁନି।

author-image
Debendra Prusty

ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ପ୍ରଚାର ସେତେ ଜୋରଦାର ହେଉଛି। ସବୁ ରାଜନୈତିକ ଦଳ ସେମାନଙ୍କ ନିଜ ନିଜ ଶୈଳୀରେ ପ୍ରଚାର କରୁଛନ୍ତି। ବିଜେଡି ତରଫରୁ ମଧ୍ୟ ଦଳର ବରିଷ୍ଠ ନେତାମାନେ ପ୍ରଚାର କରୁଛନ୍ତି। ହେଲେ ବିଜେଡିର ପ୍ରଚାର ମୈଦାନରେ ଧାମନଗର ଏବଂ ପଦ୍ମପୁର ଭଳି ଏତେ ଭିଡ଼ ଦେଖିବାକୁ ମିଳୁନି। 

Advertisment
Odisha BjD Jharsuguda Bypoll