Advertisment

ସୁଜାତାଙ୍କ ବିଭାଗର ମୁଖା ଖୋଲିଦେଲେ ସୁଶାନ୍ତ ସିଂହ!

ବିଜେଡି ନେତା ତଥା ମିଶନ ଶକ୍ତି ସଂପର୍କିତ ଷ୍ଟାଣ୍ଡିଙ୍ଗ କମିଟିର ଅଧ୍ୟକ୍ଷ ସୁଶାନ୍ତ ସିଂହ ସୁଜାତା କାର୍ତ୍ତିକେୟନଙ୍କୁ ଦେଖାଇଛନ୍ତି ସତର ଆଇନା। କିଛି ଦିନ ତଳେ ପ୍ରେସ ମିଟ୍ କରି ଏସଏଚଜି ମହିଳାମାନଙ୍କ ଜୟ ଜୟକାର କରିବା ସହ ସେମାନେ ରାଜନୀତି କଲେ କୌଣସି ଅସୁବିଧା ନାହିଁ ବୋଲି କହିଥିଲେ ସୁଜାତା। ଏବେ ସୁଶାନ୍ତଙ୍କ ରିପୋର୍ଟ କହୁଛି, ଏସଏଚଜି ଋଣରେ ହେଉଛି ଅନେକ ଅନିୟମିତତା।

author-image
Debendra Prusty

Odisha Politics Mission Shakti Politics Mission Shakti Odisha Shg