ସୁଶାନ୍ତ ଖପ୍ପା, ଭାଙ୍ଗିଯିବ ଗଡ ! | Odisha Reporter
ନୂଆ ମନ୍ତ୍ରୀମଣ୍ଡଳ ଶପଥ ନେବାର କେଇ ଘଣ୍ଟା ପୂରିନି। ହେଲେ ବିଜେଡିରେ ତେଜିଲା ଅସନ୍ତୋଷ। ନିଜେ ସିଧାସଳଖ ନହେଲେ ବି କର୍ମୀଙ୍କ ସହାୟତାରେ ଅସନ୍ତୋଷ ଜାହିର କରିଛନ୍ତି ବିଧାୟକ ସୁଶାନ୍ତ ସିଂ। ଏବେ ବରଗଡରେ ବିଜେଡିର ଭାଙ୍ଗିଯିବ କି ତାକୁ ନେଇ ଜୋର ଚର୍ଚ୍ଚା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
