Advertisment

ସୁଶାନ୍ତ ଖପ୍ପା, ଭାଙ୍ଗିଯିବ ଗଡ଼!

ନୂଆ ମନ୍ତ୍ରୀମଣ୍ଡଳ ଶପଥ ନେବାର କେଇ ଘଣ୍ଟା ପୂରିନି। ହେଲେ ବିଜେଡିରେ ତେଜିଲା ଅସନ୍ତୋଷ। ନିଜେ ସିଧାସଳଖ ନହେଲେ ବି କର୍ମୀଙ୍କ ସହାୟତାରେ ଅସନ୍ତୋଷ ଜାହିର କରିଛନ୍ତି ବିଧାୟକ ସୁଶାନ୍ତ ସିଂ। ଏବେ ବରଗଡରେ ବିଜେଡିର ଭାଙ୍ଗିଯିବ କି ତାକୁ ନେଇ ଜୋର ଚର୍ଚ୍ଚା।

Sushant Singh BjD Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe