ଗତକାଲି ବାଲେଶ୍ବର ବାହାନଗାରେ ପହଁଛିଥିଲେ ପଶ୍ଚିମବଙ୍ଗ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ। ପରେ ବାଲେଶ୍ବର ହସପିଟାଲକୁ ଯାଇ ଆହତ ମାନଙ୍କୁ ଭେଟିଥିଲେ ଶୁଭେନ୍ଦୁ ଅଧିକାରୀ। ତେବେ ପ୍ରତିକ୍ରିୟାରେ କଣ କହୁଛନ୍ତି ଶୁଣନ୍ତୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Odisha
ଭାବବିହ୍ୱଳ ହେଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
ଭାବବିହ୍ୱଳ ହେଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ନିଖୋଜ ବ୍ୟକ୍ତିଙ୍କୁ ଖୋଜି ଠାବ କରିବା ତଥା ସେମାନଙ୍କୁ ନିଜ ନିଜ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ଆମର ବଡ଼ ଦାୟିତ୍ୱ, ଭାବବିହ୍ୱଳ କଣ୍ଠରେ ଏଭଳି କହିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।
Odisha
'ଭାରତ ସରକାରଙ୍କ ସ୍ଵତନ୍ତ୍ର ଟିମ ଶବ ସଂରକ୍ଷଣ ପାଇଁ ଆସିଛନ୍ତି'
ଭୁବନେଶ୍ୱର ଏମ୍ସରେ ଅଛି ୯୯ଟି ମୃତଦେହ ଶବ ଚିହ୍ନଟ ପାଇଁ ପ୍ରକିୟା ଜାରି ରହିଛି। ସରକାରଙ୍କ ପକ୍ଷରୁ ହେଲ୍ପ ଡେସ୍କ ମାଧ୍ୟମରେ ସମସ୍ତ ସହାୟତା ଯୋଗାଇ ଦିଆଯାଉଛି। ଦିଲ୍ଲୀରୁ ଭାରତ ସରକାରଙ୍କ ସ୍ଵତନ୍ତ୍ର ଟିମ ଶବ ସଂରକ୍ଷଣ ପାଇଁ ଆସିଛନ୍ତି।
Odisha
ଲୋକୋ ପାଇଲଟ କେଉଁଠି?
କରମଣ୍ଡଳ ଦୁର୍ଘଟଣାକୁ ନେଇ ଲୋକୋ ପାଇଲଟଙ୍କ ଆଡକୁ ଇଙ୍ଗିତ କରିଥିଲେ। ଏହା ଭୂଲ ପ୍ରମାଣିତ ହୋଇଥିଲା। ଏହାରି ଭିତରେ ଦୁଇ ଲୋକୋ ପାଇଲଟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏମାନେ ଏବେ କେଉଁଠି ତାକୁ ନେଇ ଅନେକ ପ୍ରଶ୍ନ ସମସ୍ତଙ୍କ ମନରେ।
Odisha
ସତ କହିଲା ରେଲୱେ ବୋର୍ଡ
କେବଳ କରମଣ୍ଡଳ ଏକସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। କରମଣ୍ଡଳ ଏକସପ୍ରେସ୍ ଘଣ୍ଟାପ୍ରତି ୧୨୮ କିଲୋମିଟର ବେଗରେ ଯାଇ ମାଲଗାଡ଼ିକୁ ଧକ୍କା ଦେଇଥିଲା। ଲୁହାପଥର ବୋଝେଇ ହୋଇଥିବା ମାଲଗାଡ଼ି ସେତେବେଳେ ଛିଡ଼ା ହୋଇଥିଲା। କରମଣ୍ଡଳ ଏକସପ୍ରେସ୍ ମାଲଗାଡ଼ିକୁ ଧକ୍କା ଦେଇ ଲାଇନଚ୍ୟୁତ ହୋଇଥିଲା। ଏହି ଟ୍ରେନର ଲାଇନଚ୍ୟୁତ ବଗିଗୁଡ଼ିକ ଡାଉନ୍ ଲାଇନକୁ ପଳାଇ ଆସିଥିଲା ଏବଂ ୟଶୱନ୍ତପୁର ଏକସପ୍ରେସର ଶେଷ ଦୁଇଟି ବଗିକୁ ଧକ୍କା ଦେଇଥିଲା।